Browsing Tag

amaranatha

ଆଜି ଅମରନାଥଙ୍କୁ ଦର୍ଶନ କଲେ ୩.୭୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ

ଆଜି ଜାମ୍ମୁ କାଶ୍ମୀରରେ ଅମରନାଥଙ୍କୁ ଦର୍ଶନ କଲେ ୩.୭୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ । ଏହା ପୂର୍ବ ବର୍ଷ ଠାରୁ ଯଥେଷ୍ଟ ବୃଦ୍ଧି ପାଇଥିବା କୁହାଯାଉଛି । ଯାହାକି ୧୧ ବର୍ଷର ରୋକର୍ଡ ଭାଙ୍ଗିଛି । ଜାମ୍ମୁ କାଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ଭଗବତୀନଗର ଯାତ୍ରୀ ନିବାସରୁ ୨୦୦୦…
Read More...

ପାଗ ଖରାପ ପାଇଁ ସ୍ଥଗିତ ରହିଛି ଅମରନାଥ ଯାତ୍ରା

ସାମୟିକ ଭାବେ ଅମରନାଥ ଯାତ୍ରାକୁ ସ୍ଥଗିତ କରାଯାଇଛି । ପାଗ ଖରାପ ହୋଇଥିବାରୁ ଯାତ୍ରାକୁ ସ୍ଥଗତ ରଖାଯାଇଥିବା କୁହାଯାଉଛି । ଯାତ୍ରା ସ୍ଥଗିତ ହେବାରୁ ପ୍ରାୟ ୬ହଜାର ଶ୍ରଦ୍ଧାଳୁ ରାମବନରେ ଫଶି ରହିଥିବା କୁହାଯାଉଛି । ପ୍ରବଳ ବର୍ଷା ହେବା ଫଳରେ ଭକ୍ତ ମାନେ ଆଗକୁ ଯାତ୍ରା କରିପାରୁ ନାହାନ୍ତି ।…
Read More...