Browsing Tag

Ama Bus Accident

ଏହା ଅସାମାଜିକ କାର୍ଯ୍ୟ, ଆଦୌ ବରଦାସ୍ତ କରାଯିବନି: ଭୁବନେଶ୍ବର ଡିସିପି

ଭୁବନେଶ୍ୱର: ଆମ ବସ୍ ଭଙ୍ଗାରୁଜାକୁ ନେଇ ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ କଡ଼ା ପ୍ରତିକ୍ରିୟା। ଡିସିପି କହିଛନ୍ତି ଯେ ଏହା ଅସାମାଜିକ କାର୍ଯ୍ୟ, ଆଦୌ ବରଦାସ୍ତ କରାଯିବନି। ଗୁରୁତ୍ବର ସହ ନେଇଛୁ, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୁର୍ଘଟଣା ହେବ, ଘରୋଇ ଗାଡ଼ି ବି ଦୁର୍ଘଟଣା ହେଉଛି।…
Read More...

ପୁଣି ଆମ ବସର ଆତଙ୍କ, ବସ୍ ଧକ୍କାରେ ୨ ମୃତ

ଭୁବନେଶ୍ଵର: ପୁଣି ଜୀବନ ନେଲା ଆମ ବସ୍ । ଭୁବନେଶ୍ୱର ରୂପାଲି ଛକରେ ଭୟଙ୍କର ସଡ଼କ ଦୁର୍ଘଟଣା । ଆମ ବସ୍ ଧକ୍କାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଥିବାର ସୂଚନା ମିଳିଛି । ତୁରନ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଶନିବାର ଦିନ…
Read More...