Browsing Tag

ali

ଆଳି ଅଞ୍ଚଳରେ ବୁଲୁଛି ହେଟା

ଗୋବିନ୍ଦପୁର: ଆଳି ଧୋୟାଞ୍ଚଳର କେତୁଆପାଳ ପାଳିମୀ ରାସ୍ତାର ଏରଡଙ୍ଗ ଗ୍ରାମ ନିକଟରେ ଏକ ହେଟା ବାଘ ଦେଖିବାକୁ ମିଳିଥିଲା । ଏହି ହେଟା ବାଘଟି ରାସ୍ତା ଅତିକ୍ରମ କରୁଥିଲା । ତେବେ ଏହି ହେଟାବାଘ କେଉଁଠୁ ଆସିଲା ତାହା ଜଣାପଡିନଥିବା ବେଳେ ଏହାକୁ ନେଇ ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।
Read More...

ମା ପ୍ରଧାନ ଶିକ୍ଷୟତ୍ରୀ ପାଠ ପଢାଉଛି ଝିଅ

ଆଳି: ଜିଲ୍ଲା ଶିକ୍ଷା ବ୍ୟବସ୍ଥାର ଅବବ୍ୟବସ୍ଥାରେ ପରିଣତ । ଲାଞ୍ଚ ନେଇ ଖୋଦ ଡିଇଓ ଭିଜିଲାନ୍ସ ଦ୍ୱାରା ଧରା ପଡି ଜେଲରେ । ରାଜକନିକା ବ୍ଲକର ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା ଦିନକୁ ଦିନ ଗୋଟେ ପରେ ଗୋଟେ ପଦାକୁ ଆସୁଛି । ସେହିଭଳି ଘଟଣା ହେଉଛି ରାଉତବର୍ତ୍ତନୀ ସରକାରୀ ପ୍ରାଥମିକ…
Read More...