ଯାତ୍ରୀବାହୀ ବିମାନ ଓ ସେନା ହେଲିକପ୍ଟର ଧକ୍କାରେ ୧୯ ମୃତ..
ବୁଧବାର ରାତିରେ ୱାଶିଂଟନ ଡିସିରେ ଏକ ଦୁର୍ଘଟଣା ଘଟିଯାଇଛି । ଆମେରିକା ଏୟାରଲାଇନ୍ସ ର ବିମାନ ସହ ଏକ ସେନା ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁଇଟି ବିମାନ ପେଟୋମାକ ନଦୀରେ ଖସି ପଡିଥିଲେ । ବିମାନରେ ପାଖାପାଖି ୬୪ରୁ ଉର୍ଦ୍ଦ ଯାତ୍ରୀ ସହ ୪ଜଣ କ୍ରୁ ସଦସ୍ୟ ରହିଥିଲେ । ସେପଟେ…
Read More...
Read More...