Browsing Tag

Air pollution

ବାଲେଶ୍ବର ପୌରପାଳିକା ଓ ULB ପାଇଁ ପ୍ରଦୂଷଣ କଟକଣା, ଲଗାତର AQI ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ ଗାଇଡ୍‌ଲାଇନ

ବାଲେଶ୍ଵର: ବାଲେଶ୍ବର ପୌରପାଳିକା ଓ ULB ପାଇଁ ପ୍ରଦୂଷଣ କଟକଣା । ଲଗାତର AQI ବୃଦ୍ଧିକୁ ନେଇ ଜିଲ୍ଲାପାଳଙ୍କ ଗାଇଡ୍‌ଲାଇନ । ସନ୍ଧ୍ୟା ୬ଟାରୁ ସକାଳ ୧୦ଟା ଯାଏଁ ନିର୍ମାଣ କାର୍ଯ୍ୟ ବନ୍ଦ ନିର୍ଦ୍ଦେଶ । ରାସ୍ତାରେ ଦିନକୁ ଅତି କମରେ ୩ ଥର ପାଣି ସିଞ୍ଚନ ପାଇଁ NHAIକୁ ନିର୍ଦ୍ଦେଶ । ଖୋଲାରେ…
Read More...

ରାଜ୍ୟର ସବୁଠାରୁ ପ୍ରଦୂଷିତ ସହର ତାଳଚେର

ପ୍ରଦୂଷଣକୁ ନେଇ ଏବେ ଚିନ୍ତାର କାରଣ ସାଜିଛି ଓଡ଼ିଶାର ବାୟୁ ମାନ। ୩୩୨ ଏକ୍ୟୁଆଇ ସହ ରାଜ୍ୟର ସବୁଠାରୁ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି ତାଳଚେର । ଦିନକୁ ଦିନ ପ୍ରଦୂଷଣରେ ରେକର୍ଡ ଭାଙ୍ଗୁଛି ଓଡ଼ିଶା । ଦେଶର ସର୍ବାଧିକ ପ୍ରଦୂଷିତ ୪ ସହର ଭିତରେ ଓଡ଼ିଶାର ତାଳଚେର, ବାରିପଦା ଓ  ଅନୁଗୁଳ ୩…
Read More...

ପ୍ରଦୂଷଣ ରୋକିବାକୁ ଅନୁଗୁଳ ଜିଲ୍ଲା ପ୍ରଶାସନର କଡ଼ା ନିର୍ଦ୍ଦେଶ, ସନ୍ଧ୍ୟା ୬ରୁ ସକାଳ ୧୦ ମଧ୍ୟରେ ସମସ୍ତ ନିର୍ମାଣ…

ଭୁବନେଶ୍ଵର: ପ୍ରଦୂଷଣ ରୋକିବାକୁ ଅନୁଗୁଳ ଜିଲ୍ଲା ପ୍ରଶାସନର କଡ଼ା ନିର୍ଦ୍ଦେଶ । ତାଳଚେର ପୌରାଞ୍ଚଳ ପାଇଁ ଜାରି ହେଲା କଡ଼ା ଗାଇଡଲାଇନ । ଗ୍ରାପ ଷ୍ଟେଜ୍‌-୨ ଗାଇଡଲାଇନ ଅନୁସାରେ ଅନେକ କଟକଣା । ସନ୍ଧ୍ୟା ୬ରୁ ସକାଳ ୧୦ ମଧ୍ୟରେ ସମସ୍ତ ନିର୍ମାଣ ବନ୍ଦ । ଦିନକୁ ୩ ଥର ପାଣି ସିଞ୍ଚନ ପାଇଁ…
Read More...

ପ୍ରଦୂଷଣ ପ୍ରମାଣପତ୍ର (PUCC) ନଥିଲେ ପେଟ୍ରୋଲ୍‌/ଡିଜେଲ୍‌ ମିଳିବ ନାହିଁ

ପ୍ରଦୂଷଣ ପ୍ରମାଣପତ୍ର (PUCC) ନଥିଲେ ପେଟ୍ରୋଲ୍‌/ଡିଜେଲ୍‌ ମିଳିବ ନାହିଁ । ତୈଳ କମ୍ପାନୀମାନଙ୍କୁ ଚିଠି ଲେଖିଲା ରାଜ୍ୟ ପରିବହନ ପ୍ରାଧିକରଣ ସଂସ୍ଥା । ପରିବହନ କ୍ଷେତ୍ରରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି STAର ପଦକ୍ଷେପ । ମୋଟର ଯାନ ନିୟମ ଉଲ୍ଲଙ୍ଘନ କରି ପ୍ରଦୂଷଣ କରୁଥିବା ଯାନ ପାଇଁ…
Read More...

ବାୟ ପ୍ରଦୂଷଣ ବଢିବା ପ୍ରସଙ୍ଗ ନେଇ ଦିଲ୍ଲୀ ଏମ୍‌ସିଡିକୁ କୋର୍ଟଙ୍କ କଡା ନିର୍ଦ୍ଦେଶ

ଦିନକୁ ଦିନ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧି ପାଉଛି। ଏବଂ ପ୍ରଦୂଷଣକୁ ଦୃଷ୍ଟିରେ ରଖି, ଆଜି ସୁପ୍ରିମକୋର୍ଟ ଭାରତୀୟ ମହାନଗର ନିଗମ (ଏମସିଡି)କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁଥିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏମସିଡି ଆସନ୍ତା ବର୍ଷ ଅକ୍ଟୋବର ୧ରୁ ଜାନୁଆରୀ…
Read More...

ଗମ୍ଭୀର ହେଲା ଦିଲ୍ଲୀର ବାୟୁ ଗୁଣବତ୍ତା, ବିମାନବନ୍ଦର ଜାରି କଲା ପରାମର୍ଶ

ଦିଲ୍ଲୀ ଏବଂ ଆଖପାଖ ଅଞ୍ଚଳର ବାୟୁ ଗୁଣବତ୍ତା ଗମ୍ଭୀର ସ୍ଥିତିରେ ପହଞ୍ଚିଛି । ବିଷାକ୍ତ ପାଲଟି ଯାଇଛି ଦିଲ୍ଲୀର ବାୟୁ । ନିଃଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟକର ହୋଇପଡିଛି । ଯାହାକୁ ନେଇ ବିମାନବନ୍ଦର ପକ୍ଷରୁ ଏକ ପରାମର୍ଶ ଜାରି କରାଯାଇଛି । ବାୟୁ ଗୁଣବତ୍ତା ସୂଚକାଙ୍କ ବିପଦପୂର୍ଣ୍ଣ…
Read More...

ଦିଲ୍ଲୀ ପ୍ରଦୂଷଣ ଉଦ୍‌ବେଗଜନକ, ୱାର୍କ ଫ୍ରମ୍‌ ହୋମ୍‌ ନିର୍ଦ୍ଦେଶ

Delhi Air Pollution: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଉଦ୍‌ବେଗଜନକ । ଯାହାକୁ ଦୃଷ୍ଟିରେ ରଖି ୱାର୍କ ଫ୍ରମ୍‌ ହୋମ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ପ୍ରାଇଭେଟ୍‌ ଅଫିସ୍‌ମାନଙ୍କରେ ୫୦% ୱାର୍କ ଫ୍ରମ୍‌ ହୋମ୍‌ ନିର୍ଦ୍ଦେଶ । ଲଗାତାର ନବମ ଦିନ ପାଇଁ ପ୍ରଦୂଷଣ ଖରାପ ଥିବାରୁ କଟକଣା । CAQM…
Read More...

ଦିଲ୍ଲୀର ବାୟୁ ଗୁଣାବତ୍ତାରେ ଆସୁନି ସୁଧାର

ନୂଆଦିଲ୍ଲୀ: ସୁଧୁରିବାର ନା ଧରୁନି ଦିଲ୍ଲୀର ସ୍ଥିତି । ବାୟୁ ଗୁଣାବତ୍ତାରେ ଆସୁନି ସୁଧାର । ଡରାଇବାରେ ଲାଗିଛି ଦିଲ୍ଲୀର ବାୟୁ ପ୍ରଦୂଷଣ । ଦୀପାବଳି ପରେ ବି ଦିଲ୍ଲୀରେ ବାୟୁ ମାନ ସୂଚକାଙ୍କ ବା ଏକ୍ୟୁଆଇ ୪୦୦ ଉପରେ ରହିଛି । ଯାହା କି ସବୁଠାରୁ ଅତ୍ୟନ୍ତ ଖରାପ ସ୍ଥିତି । ଦିଲ୍ଲୀର ଆନନ୍ଦ…
Read More...

ବାଣ ଫୁଟାଇବା ଯୋଗୁ ଦିଲ୍ଲୀ ପ୍ରଦୂଷଣ ମାତ୍ରା ସାଂଘାତିକ

ନୂଆଦିଲ୍ଲୀ: ଦିଲ୍ଲୀରେ ଚାନ୍ତା ବଢାଉଛି ବାୟୁପ୍ରଦୂଷଣ । ଅତ୍ୟନ୍ତ ଖରାପ ସ୍ତିତିରେ ରହିଛି ଦିଲ୍ଲୀର ବାୟୁ ସ୍ତର । ଦୀପାବଳି ଠାରୁ ବାୟୁର ଇଛଓ ରହିଛି ୪୦୦ ଉପରେ । ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଦୀପାବଳିରେ ବହୁ ମାତ୍ରାରେ ବାଣ ଫୁଟାଇବା ଯୋଗୁ ଦିଲ୍ଲୀ ପ୍ରଦୂଷଣ ମାତ୍ରା…
Read More...

ରାଜଧାନୀରେ ବାୟୁ ପଦୂଷଣ ପାଇଁ ବଢିଲା ସ୍କୁଲ ଛୁଟି ତାରିଖ

ନୂଆଦିଲ୍ଲ:ଦିନକୁ ଦିନ ବଢିବାରେ ଲାଗିଛି ରାଜଧାନୀ ଦିଲ୍ଲୀର ବାୟୁ ପ୍ରଦୂଷଣ । ଆଉ ଏହା ମଧ୍ୟରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପିଲାଙ୍କ ଛୁଟିକୁ ବଢାଇ ଦିଆଯାଇଛି । ଦିଲ୍ଲୀ ଶିକ୍ଷା ମନ୍ତ୍ରୀ ଅତିଶି ସ୍କୁଲ ଛୁଟି ବଢିବା ନେଇ ଘୋଷଣା କରିଛନ୍ତି । ପ୍ରଦୂଷଣ ସ୍ତର ବଢିବାରୁ ୧୦ ନଭେମ୍ବର ନୁହେଁ…
Read More...