ଉଡାଣ ବେଳେ କ୍ରାସ ହେଲା ମିଗ୍ ବିମାନ
ବ୍ୟୁରୋ :ମିଗ୍ ବିମାନ ସହ ଏକ ବଡ ଧରଣର ର୍ଦୁଘଟଣା ଘଟିଛି । ଏହି ର୍ଦୁଘଟଣାଟି ଗୋଆର ସମୁଦ୍ର ତଟରେ ହୋଇଥିବା ଜଣାପଡିଛି । ଭାରତୀୟ ନୌସେନାର ମିଗ୍-୨୯ଳ ଉଡାଣ ବେଳେ ସମୁଦ୍ରକୁ ଖସି ପଡଥିିଲା । ର୍ଦୁଘଟଣାରେ ପାଇଲଟକୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ବିମାନର ବୈଷୟିକ ତ୍ରୁଟି…
Read More...
Read More...