Browsing Tag

AIIMS

ଲକଡାଉନ ପାଇଁ ଏମସରେ ଆରମ୍ଭ ହେଲା ଟେଲି ମେଡିସିନ ସେବା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଭୁବନେଶ୍ୱର ଏମସରେକୋରୋନା ଲକଡାଉନ ପାଇଁ ଆରମ୍ଭ ହେଲା ଟେଲି ମେଡିସନ ସେବା । ଏହା ପ୍ରତିଦିନ ସକାଳ ୯ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲୁ ରହିବ । ଲକଡାଉନ ପାଇଁ ସାରା ଦେଶ ତାଲା ବନ୍ଦ ଥିବାରୁ ଏହାର ବିକଳ୍ପ ଭାବେ ଏହି ବ୍ୟବସ୍ଥା କରାଯାଇଛି । ଏହି ସେବା…
Read More...