ମହଙ୍ଗା ପଡିଲା ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ କରିବା, ଗିରଫ ହେଲେ ନର୍ସିଂ ଅଫିସର୍
ଭୁବନେଶ୍ଵର: AIIMSରେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଘଟଣା । ଗିରଫ ହେଲେ ଅଭିଯୁକ୍ତ ନର୍ସିଂ ଅଫିସର୍ ନାନୁ ରାମ ଚୌଧୁରୀ । ଅଭିଯୁକ୍ତକୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ଗତକାଲି ନାନୁ ରାମ ଚୌଧୁରୀଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ ଆଟେଣ୍ଡାଣ୍ଟ ।
ସୂଚନା ଅନୁସାରେ, ପୀଡିତା…
Read More...
Read More...