ତାଜମହଲକୁ ଉଡ଼ାଇ ଦେବାର ଧମକପୂର୍ଣ୍ଣ ଇମେଲ୍
ଆଗ୍ରା-: ଉତ୍ତରପ୍ରଦେଶର ଆଗ୍ରାରେ ଅବସ୍ଥିତ ତାଜମହଲକୁ ଉଡ଼ାଇ ଦେବାର ଧମକ ଦିଆଯାଇଛି। ତାଜମହଲକୁ RDX ସାହାଯ୍ୟରେ ଉଡ଼ାଇ ଦିଆଯିବାର ଧମକ ଦିଆଯାଇଛି। ଏହି ଧମକପୂର୍ଣ୍ଣ ମେଲ୍ କେରଳରୁ ପଠାଯାଇଛି। ଧମକ ପାଇବା ପରେ, ତାଜମହଲରେ ତିନି ଘଣ୍ଟା ଧରି ସର୍ଚ୍ଚ ଅପରେଶନ କରାଯାଇଥିଲା। ଧମକପୂର୍ଣ୍ଣ…
Read More...
Read More...