ପ୍ରକାଶ ପାଇଛି jee ଆଡଭାନ୍ସ ପରୀକ୍ଷା ରେଜଲ୍ଟ
ପ୍ରକାଶ ପାଇଛି ଆଇଆଇଟି ଗୌହ୍ବାଟୀ ପକ୍ଷରୁ ଜେଇଇ ଆଡଭାନ୍ସଡ୍ ପରୀକ୍ଷା ରେଜଲ୍ଟ । ପରୀକ୍ଷା ଫଳ jeeadv.ac.in କୁ ଯାଇ ଫଳାଫଳ ଚେକ୍ କରିପାରିବେ । ଚଳିତବର୍ଷ ପରୀକ୍ଷାରେ ହାଇଦ୍ରାବାଦ ଜୋନରୁ ଭିସି ରେଡ୍ଡୀ ଟପ୍ କରିଛନ୍ତି ।
ଚଳିତବର୍ଷ ପରୀକ୍ଷା ଦୁଇଟି ସିଫ୍ଟରେ ଆୟୋଜନ କରାଯାଇଥିବା ବେଳେ…
Read More...
Read More...