କକ୍ଷ ପରିବର୍ତନ କରିଛି ଆଦିତ୍ୟ-ଏଲ୍-୧: ଟୁଇଟ୍ କରି ଇସ୍ରୋ ପକ୍ଷରୁ ସୂଚନା
ନୂଆଦିଲ୍ଲୀ : ସଫଳତା ଆଡକୁ ବଢୁଛି ସୂର୍ଯ୍ୟ ମିଶନ । କକ୍ଷ ପରିବର୍ତନ କରିଛି ଆଦିତ୍ୟ-ଏଲ୍-୧ । ଭାରତର ପ୍ରଥମ ସୂର୍ଯ୍ୟଯାନ ଆଜି ଦ୍ୱିତୀୟ ଥର ପାଇଁ କକ୍ଷ ପରିବର୍ତନ କରିଛି । ବିଳମ୍ବିତ ରାତି ୨ଟା ୪୫ ମିନିଟରେ ଦ୍ୱିତୀୟ ଥର କକ୍ଷପଥ ପରିବର୍ତ୍ତନ କରିଛି ଆଦିତ୍ୟ-ଏଲ୍-୧ । ଟୁଇଟ୍ କରି ଇସ୍ରୋ…
Read More...
Read More...