Browsing Tag

Additional CEO

ତ୍ରୁଟି ଥିବା ଇଭିଏମ ହୋଇଛି ପରିବର୍ତ୍ତନ : ଅତିରିକ୍ତ ସିଇଓ

ଭୁବନେଶ୍ୱର: ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ସକାଳ 5.30ରୁ ମକ ପୋଲ ହୋଇ ମତଦାନ ଜାରୀ ରହିଛି । ମକ ପୋଲ ସମୟରେ 40 ବାଲଟ ୟୁନିଟ, 60 କଣ୍ଟ୍ରୋଲ ୟୁନିଟ ଓ 125 ଭିଭିପାଟରେ ତ୍ରୁଟି ଥିବା ଜଣାପଡିଛି । ଏହାକୁ ପରିବର୍ତ୍ତନ କରାଯାଇଛି । 9162 ବୁଥରେ ମତଅଧିକାର ସାବ୍ୟସ୍ତ…
Read More...