ରାଞ୍ଚି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ଅମୀଷା ପଟେଲ
ବଲିଉଡର ଜଣାଶୁଣା ଅଭିନେତ୍ରୀ ଅମୀଷା ପଟେଲ ଠକେଇ ମାମଲାରେ ରାଞ୍ଚି କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଅମୀଷାଙ୍କ ଉପରେ ରାଞ୍ଚଶର ଫିଲ୍ମ ପ୍ରଯୋଜକ ଅଜୟ କୁମାର ସିଂ ଚେକ୍ ବାଉନ୍ସ ମାମଲା ଦାୟର କରିଥିଲେ । ଏହି ମାମଲାରେ କୋର୍ଟ ଅମୀଷାଙ୍କୁ ବାରମ୍ବାର ହାଜର ହେବାକୁ ନୋଟିସ ଜାରି କରିଥିଲେ…
Read More...
Read More...