୮୯ ବର୍ଷ ବୟସରେ ପରଲୋକରେ ବଲିଉଡର ହି-ମ୍ୟାନ ତଥା ଭେଟେରାନ ଅଭିନେତା ଧର୍ମେନ୍ଦ୍ର
Dharmendra Deol Death: ବଲିଉଡରୁ ଆସିଲା ବଡ଼ ଦୁଃଖଦ ଖବର । ପରଲୋକରେ ବଲିଉଡର ହି-ମ୍ୟାନ ତଥା ଭେଟେରାନ ଅଭିନେତା ଧର୍ମେନ୍ଦ୍ର । ୮୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ହି-ମ୍ୟାନ । ଗତ କିଛି ଦିନ ଧରି ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।…
Read More...
Read More...