Browsing Tag

acid attack victim

୧୩ ବର୍ଷର ସଙ୍ଘର୍ଷ ପରେ ନ୍ୟାୟ ପାଇଲେ ପ୍ରମୋଦିନୀ: ଦୋଷୀଙ୍କୁ ମିଳିଲା ୧୪ ବର୍ଷ ଜେଲ ଦଣ୍ଡ

ଜଗତସିଂହପୁର: ବହୁ ଚର୍ଚ୍ଚିତ ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ମାଡ଼ ଘଟଣାରେ ଆସିଛି ଗୁରୁତ୍ୱପୂର୍ଣ୍ଣ ରାୟ । ୧୩ ବର୍ଷ ପରେ ଏସିଡ୍ ଆଟାକ୍ କରିଥିବା ୨ ଦୋଷୀଙ୍କୁ ୧୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଜଗତସିଂହପୁର ଏଏସଜେ କୋର୍ଟ । ଜେଲ ଦଣ୍ଡାଦେଶ ସହ ଉଭୟଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଜରିମାନା…
Read More...