ବରଯାତ୍ରୀ ଦଳ ସହ ଗଣ୍ଡଗୋଳ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ…
ବରଯାତ୍ରୀ ଦଳ ସହ ଗଣ୍ଡଗୋଳ ଘଟଣାରେ ୩ ଅଭିଯୁକ୍ତଙ୍କ ମଧ୍ୟରୁ ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ବେଳେ ଆଜି ଏହି ମାମଲାରେ ଆଉ ଜଣେ ଗିରଫ ହୋଇଛନ୍ତି । ଅଭିଯୁକ୍ତ ବାପିନା ପରିଡାଙ୍କୁ ପୋଲିସ ସାଇଫୁନ ଛକ ନିକଟରୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ।…
Read More...
Read More...