Browsing Tag

Accused

ନାବାଳିକାକୁ ଅପହରଣ କରି ବନ୍ଧା ହେଲେ ୪ ଅଭିଯୁକ୍ତ

କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ : ନାବାଳିକାକୁ ଅପହରଣ କରି ବନ୍ଧା ହେଲେ ୪ ଅଭିଯୁକ୍ତ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଅଧୀନରେ ପାହିରାଜୁ ପଞ୍ଚାୟତ ର ଜନୈକା ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ଗୋଛାପଡା ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ…
Read More...

ବାହାନଗା ଟ୍ରେନ୍ ଟ୍ରାଜେଡି: କୋର୍ଟ ଚାଲାଣ ହେଲେ ୩ ଅଭିଯୁକ୍ତ

ରିପୋଟର୍ସ ଟୁଡେ ବ୍ୟୁରୋ:  ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । କଡା ସୁରକ୍ଷା ଭିତରେ ଅଭିଯୁକ୍ତଙ୍କୁ କୋର୍ଟକୁ ନିଆଯାଇଥିଲା । ୩ ଜଣ ଅଭିଯୁକ୍ତ ଚନ୍ଦକା ଥାନାରେ ରହିଥିଲେ । ଆଜି ସରୁଛି ବାହାନଗା ରେଳ ଦୁର୍ଘଟଣାରେ ଗିରଫ ହୋଇଥିବା ସିନିୟର…
Read More...

ଠକେଇ ମାମଲାରେ ଗିରଫ ଅଭିଯୁକ୍ତକୁ କୋର୍ଟଚାଲାଣ କଲା ମଞ୍ଚେଶ୍ୱର ଥାନା ପୁଲିସ

ଭୁବନେଶ୍ୱର:ଗତ କାଲି ଏକ ଠକେଇ ମାମଲାରେ ମଞ୍ଚେଶ୍ୱର ଥାନାରେ ଏକ ଅଭିଯୋଗ ହୋଇଥିଲା । ତେବେ ଅଭିଯୋଗକାରୀ ଶ୍ରୀ ଅଜୟ ସାହାଙ୍କ ଅଭିଯୋଗକ୍ରମେ ମଞ୍ଚେଶ୍ଵର ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ କରିବା ସହିତ ଆଜି ଅଭିଯୁକ୍ତ ସୁମିତ ପାଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ…
Read More...

ଫେରାର ଅଭିଯୁକ୍ତକୁ ଧରିଲା ପୋଲିସ

ଭୁବନେଶ୍ୱର: ଫେରାର ଅଭିଯୁକ୍ତକୁ ଧରିଲା ପୋଲିସ । ଗତ ୦୭ ତାରିଖରେ ଅଭିଯୋଗକାରି ରାଜେନ୍ଦ୍ର ମଲ୍ଲିକଙ୍କ ଅଭିଯୋଗ କୁ ଭିତ୍ତିକରି ଧଉଳି ଥାନା ପୁଲିସ ଅଭିଯୁକ୍ତ ମୁନା ଓରଫ ପୂର୍ଣଚନ୍ଦ୍ର ସାହୁକୁ ଗତ ୦୮ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିବା ସ୍ଥଳେ ଆଜି ଅନ୍ୟ ଜଣେ ସହଯୋଗୀ ଚନ୍ଦନକୁ…
Read More...

ତୀର ମାରି ହତ୍ୟାକରି ଥିବା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ରାଇରଙ୍ଗପୁର/ସତ୍ୟ ନାରାୟଣ ପାଲ : ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ କୁକୁଡିମୁଣ୍ଡି ଗ୍ରାମରେ ପାରିବାରିକ ଘଟଣା ଓ ପୂର୍ବ ଶତ୍ରୁତାକୁ ନେଇ ତୀର ମାଡ଼ରେ ପଡୋଶୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ରାଇରଙ୍ଗପୁର କୋର୍ଟରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରଯାଇଛି ।…
Read More...