Browsing Tag

accident

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଗୋପ: ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ । ବିଳମ୍ବିତ ରାତିରେ ଭଉଣୀ ଘରୁ ଫେରୁଥିବା ବେଳେ ଦୃଘଟଣା ଘଟିଛି । ପୁରୀ ଜିଲ୍ଲା ଗୋପ ଥାନା ଅଧିନ ଖଡିସ ଠାରେ ଅଜଣା ଗାଡି ଧକ୍କା ରେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ହେଉଛନ୍ତି ଖୋରଡ଼ ଗ୍ରାମର ନିରଞ୍ଜନ ନାୟକ। ସେ…
Read More...

ଦୁଇଟି ସ୍ଥାନରେ ସଡକ ଦୁର୍ଘଟଣା : ୩ ଚାଳକ ଗୁରୁତର

ବୌଦ୍ଧ/ ନବରଙ୍ଗପୁର: ଦୁଇଟି ସ୍ଥାନରେ ସଡକ ଦୁର୍ଘଟଣା, ୩ ଚାଳକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଓ ନବରଙ୍ଗପୁରରେ । ସୂଚନାନୁସାରେ, ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ରାଧାନଗର ନିକଟରେ ବୃନ୍ଦାବନଠାରେ ଏକ ଯାତ୍ରୀବାହୀ ବସ ଓ ଟ୍ରକ…
Read More...

ଭୟଙ୍କର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରାସ୍ତାରେ ଯାଉଥିବା ପଥଚାରୀ

ରାଉରକେଲା : ରିଂ ରୋଡ଼ରେ ଓଲଟିଲା ଆରଏମସି ପିକ-ଅପ୍‌ ଭ୍ୟାନ, ବର୍ତ୍ତିଲେ ଯାତ୍ରୀ । ରାଉରକେଲା ବିଶ୍ରା ଛକ ନିକଟ ରିଙ୍ଗରୋଡ଼ ରେଳବାଇ ଓଭର ବ୍ରିଜ ଉପରେ ରାଉରକେଲା ମହାନଗର ନିଗମ (ଆରଏମସି )ର ପିକ-ଅପ୍‌ ଭ୍ୟାନ ଓଲଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଭ୍ୟାନର ଡ୍ରାଇଭର ଆହତ ହୋଇଥିବା…
Read More...

କାଉଡିଆ ଉପରେ ମାଡ଼ିଗଲା କାର

ପିପିଲି : କାଉଡିଆ ଉପରେ ମାଡ଼ିଗଲା କାର । ଏଭଳି ଅଘଟଣ ଘଟିଛି ପିପିଲି ଛକରେ ଥିବା ପେଟ୍ରୋଲ ଟାଙ୍କି ନିକଟରେ। ସୁଚନାନୁସରେ , ପୁରୀ ମାର୍କଣ୍ଡ ସାହିର ମଧୁବନ ଅଞ୍ଚଳର ୧୦ ପାସ କରିଥିବା ଛାତ୍ର ନୃସିଂହ ମୁଦୁଲି । ଯେକି ନିଜ ବାପାଙ୍କ ସହ କଟକ ଗଡିଡିଆ ଘାଟରୁ ପାଣି ଉଠାଇ ପୁରୀ ଲୋକନାଥ…
Read More...

ପାୱାର ହାଉସ ଛକରେ ସିରିଜ୍ ଦୁର୍ଘଟଣା

ଭୁବନେଶ୍ୱର : ରାଜଧାନୀର ପାୱାର ହାଉସ ଛକରେ ସିରିଜ୍ ଦୁର୍ଘଟଣା ଘଟିଛି । ଏକ ଗାଡିର ବ୍ରେକ୍ ଫେଲ୍ ହୋଇଯିବାରୁ ପ୍ରଥମେ ଧକ୍କା ଦେଇଥିଲା । ଫଳରେ ୪ଟି କାର୍ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା । ତେବେ ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିଲେ । ସେଠାରେ କିଛି ସମୟ ପାଇଁ ବ୍ୟାପକ…
Read More...

ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା, ୨୫ ମୃତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀ ଜିଲ୍ଲାରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗସ୍ତ ହୋଇଛି । ଚାରିଧାମ ଯାତ୍ରା ଲାଗି ବସଟି ୩୦ ଜଣ ଯାତ୍ରୀଙ୍କୁ ନେଇ ମଧ୍ୟପ୍ରଦେଶରୁ ବାହାରିଥିଲା । ଗାଡି ଡ୍ରାଇଭରଙ୍କୁ ନିଦ ଲାଗିଯିବାରୁ ବସ ଯମୁନୋତ୍ରୀ ଜାତୀୟ ରାଜପଥର ଡାମଟା ଠାରେ ଦୁର୍ଘଟଣା ଗସ୍ତ…
Read More...

ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଗୁରୁତର

ଉଦଳା / ଦୀପକ ମିଶ୍ର : ବାଇକ୍ ଏବଂ ପିକଅପ ମୁହାଁମୁହିଁ ଧକ୍କା । ବାଇକ୍ ଆରୋହୀ ମୃତ ସାଥୀ ଗୁରୁତର । ଏଭଳି ଘଟଣା ଘଟିଛି ଉଦଳା -ନୀଳଗିରି ରାଜ୍ୟ ରାଜପଥର ମଦନାପାଳ  ଛକରେ । କପ୍ତିପଦା ଥାନା ବଡଖଲାଡି ଗ୍ରାମର ସତ୍ୟରଞ୍ଜନ ନାଏକ ଏବଂ ବିଜୟ କୁମାର ବାରିକ ବାଇକ୍ ଯୋଗେ ଉଦଳା ଆସୁଥିବା ବେଳେ…
Read More...

ବସ ଟ୍ରକ ମୁହାଁମୁହିଁ : ୨ଗୁରୁତର, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ ଯାତ୍ରୀ

କେନ୍ଦୁଝର : ବସ ଟ୍ରକ ମୁହାଁମୁହିଁ । ୨ଗୁରୁତର, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ ଯାତ୍ରୀ । ସୂଚନା ଅନୁସାରେ କେନ୍ଦୁଝରରୁ ରାଇରଙ୍ଗପୁର ଯାଉଥିବା ଶ୍ରୀୟା ନାମକ ବସଟି ଦୁର୍ଘଟଣା ଗ୍ରସ୍ଥ ହୋଇଛି । କେନ୍ଦୁଝରରୁ କଲିକତା ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ଥାନା ନିହ୍ନୁଆଁ ଛକ ନିକଟରେ ବସ…
Read More...

ପରୀକ୍ଷା ଦେଇ ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଛାତ୍ରଙ୍କ ସହ ୩ ଜଣ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅଧୀନ ମୁକ୍ତାପଶି କେନାଲ ଛକ ନିକଟରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଆମ୍ବୁଲାନ୍ସ ଧକ୍କାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ସହ ୩ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ପରଜଙ୍ଗ ଥାନା କଙ୍କିଳି ଗାଁର ଦଶମ ଶ୍ରେଣୀ ଛାତ୍ର ଅମିତ ଦାସ ପ୍ରଧାନ…
Read More...

କିଛି ବୁଝିବା ଆଗରୁ ଚାଲିଗଲା ଜୀବନ

ରାଇରଙ୍ଗପୁର: ଏମିତି ବି ଆସେ ମୃତ୍ୟୁ । ମୃତ୍ୟୁ କେତେ ବେଳେ କେଉଁ ରୂପରେ ଆସିବ ତାହା କହିବା ମୁସକ୍କିଲ‌ । କିଛି ଭାବିବା ଆଉ ଜାଣିବା ପୂର୍ବରୁ ମାଡ଼ିଗଲା ଗାଡି । ରାସ୍ତା ରେ ଚାଲି ଚାଲି ଯାଉଥିବା ବେଳେ ଜଣେ ଯୁବକ ଉପରେ ପାଣି ବୋତଲ ବୋଝେଇ ପିକଅପ ଭ୍ୟାନ୍ ଓଲଟି ପଡିଯାଇଥିଲା । ଏହାପରେ…
Read More...