Browsing Tag

accident

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ

ଜୟପୁର: ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଣ୍ଟେନର ଓ ପିକ୍‌ ଅପ୍‌ ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା । ଚାଲିଗଲା ୧୦ ଜଣଙ୍କ ଜୀବନ । ୧୦ ମୃତକଙ୍କ ମଧ୍ୟରେ ୩ ମହିଳା ଓ ୭ ଶିଶୁ ଥିବା ନେଇ ସୂଚନା । ଦୁର୍ଘଟଣାରେ ଆଉ ୨୦ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ମନ୍ଦିରରୁ ଦର୍ଶନ…
Read More...

ପାତ୍ରପଡ଼ା ଥାର୍ ଦୁର୍ଘଟଣା: ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲେ ମା’

ଭୁବନେଶ୍ଵର: କିଲର ‘ଥାର୍‌’ ଧକ୍କାରେ ଗୁରୁତର ଥିବା ମହିଳା ମୃତ । ଗତ ରାକ୍ଷୀ ପୁର୍ଣ୍ଣିମାରେ ଝିଅର ମୃତ୍ୟୁ ଘଟିଥିଲା ବେଳେ ଆଜି ମା’ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଚିକିତ୍ସାଧିନ ଅବସ୍ଥାରେ ଗୁରୁତର ମା’ଙ୍କ ମୃତ୍ୟୁ ହୋଇଛି । ଗତ ରାକ୍ଷୀ ପୂର୍ଣ୍ଣିମାରେ ପାତ୍ରପଡ଼ା V2 ନିକଟରେ…
Read More...

ପାତ୍ରପଡ଼ା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ରକ୍ଷାବନ୍ଧନରେ ଚାଲିଗଲା କୁନି ଝିଅର ଜୀବନ

ଭୁବନେଶ୍ଵର: ପାତ୍ରପଡ଼ା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରକ୍ଷାବନ୍ଧନରେ ଚାଲିଗଲା କୁନି ଝିଅର ଜୀବନ । ନିଜ ମାଆ ଓ ଭାଇ ସହ ରାସ୍ତାପାର୍ ହେଉଥିବା ବେଳେ ୮ ବର୍ଷ ଝିଅକୁ ଧକ୍କା ଦେଲା ଥର୍ । ଘଟଣାସ୍ଥଳରେ ଚାଲିଗଲା କୁନି ଝିଅର ଜୀବନ । ମିଳିଥିବା ସୂଚନା ଅନୁସାରେ, ରକ୍ଷା ବନ୍ଧନ ପାଇଁ ମାଆ,…
Read More...

ଅଧା ରହିଗଲା ଜଗା ଦର୍ଶନ, ବସ୍ ଧକାରେ ଗଲା ୩ ଜଣଙ୍କ ଜୀବନ

ପିପିଲି: ଅଧାରେ ରହିଗଲା ଜଗା ଦର୍ଶନ  । ବସ୍ ଧକାରେ ଗଲା ଜୀବନ  । ଏକାଥରେ ୩ ଜଣଙ୍କ ଜୀବନ ନେଇଛି ସରକାରୀ ବସ୍  । ବସ୍ ଧକ୍କାରେ ୩ ସ୍କୁଟି ଆରୋହୀ ଯୁବତୀଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି  । ପିପିଲି ତରାକାଜ ନିକଟରେ ୩ ଯୁବତୀଙ୍କ ଉପରେ ଚଢ଼ିଗଲା ସରକାରୀ ବସ୍  । ସ୍କୁଟିରେ…
Read More...

ମୁହାଁ ମୁହିଁ ଧକ୍କା ହେଲା ୨ ବାଇକ୍, ଚାଲିଗଲା ଜଣଙ୍କ ଜୀବନ

ରାଇରଙ୍ଗପୁର: ମରଣଯନ୍ତା ପାଲଟିଛି ୨୨୦ ନମ୍ବର ଜାତୀୟ ରାଜପଥ  । ପ୍ରାୟ ପ୍ରତ୍ୟକ ଦିନ ଘଟୁଛି ଦୁର୍ଘଟଣା  । ଗତକାଲି ବିଳମ୍ବିତ ରାତିରେ ଦୁଇ ବାଇକ୍ ପରସ୍ପର ସହ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି  । ପୋଲିସ ଘଟଣାସ୍ଥଳରେ ପହଂଚି…
Read More...

ମ୍ୟାଗି ଖାଇବାକୁ ଯିବାବେଳେ ପୋଲିସ ଗାଡ଼ିକୁ ଧକ୍କା

ନୂଆଦିଲ୍ଲୀ-: ମ୍ୟାଗି ଖାଇବାକୁ ଯିବାବେଳେ ପୋଲିସ ଗାଡ଼ିକୁ ଧକ୍କା । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ବାଦୌଲି ବ୍ରିଜ୍ ନିକଟରେ ଏମିତି ଘଟଣା ଘଟିଛି ଯାହା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମ୍ୟାଗି ଖାଇବାକୁ ବାପାଙ୍କ ସ୍କର୍ପିଓ ନେଇ ଆସିଥିବା ୧୯ ବର୍ଷୀୟା ଯୁବତୀ  ଯେଉଁ କାଣ୍ଡ…
Read More...

କାନରେ ଇୟର ଫୋନ୍ ଲଗାଇ ଟ୍ରେନ ଟ୍ରାକରେ ଯାଉଥିବା ବେଳେ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ

ବାଲେଶ୍ଵର -: ଇଅର ଫୋନ ହେଲା କାଳ । ଅସାବଧାନତା ପାଇଁ ଚାଲିଗଲା ମୂଲ୍ୟବାନ ଜୀବନ । କାନରେ ଇୟର ଫୋନ୍ ଲଗାଇ ଟ୍ରେନ ଟ୍ରାକରେ ଯାଉଥିବା ବେଳେ ଧକ୍କା ଦେଲା ଯାତ୍ରୀବାହୀ ଟ୍ରେନ । ବାଲେଶ୍ଵର ସହଦେବ ଖୁଣ୍ଟା ଅନ୍ତର୍ଗତ ଆନନ୍ଦ ବଜାର ଓଭର ବ୍ରିଜ ପାଖରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…
Read More...

କଟକ ଜିଲ୍ଲା ବାରଙ୍ଗର ଷଣ୍ଢପୁର ଗାଁ ନିକଟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

କଟକ -: ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । କଟକ ଜିଲ୍ଲା ବାରଙ୍ଗର ଷଣ୍ଢପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ମନ୍ତ୍ରୀଙ୍କ କାରକୁ ଏକ ଟ୍ରକ ଧକ୍କା ଦେବା ଫଳରେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଠଗଡରୁ ଭୁବନେଶ୍ୱର ଫେରୁଥିବା ସମୟରେ…
Read More...

ନାରାୟଣପାଟଣା ବ୍ଲକ କୁମ୍ଭାରି ପଞ୍ଚାୟତ ବାଗାମ ଛକଠାରେ ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରକ

ନାରାୟଣପାଟଣା-: ନାରାୟଣପାଟଣା ବ୍ଲକ କୁମ୍ଭାରି ପଞ୍ଚାୟତ ବାଗାମ ଛକଠାରେ ଭାରସାମ୍ୟ ହରାଇ ଓଲଟିଲା ଇଟା ବୋଝେଇ ଟ୍ରକ । ଗାଡ଼ିରେ ଥିବା ୩ ଜଣ ଶ୍ରମିକ ଗୁରୁତର ହୋଇଥିବାବେଳେ ଜଣେ ଟ୍ରକ ତଳେ ଚାପି ହୋଇ ରହିଛନ୍ତି । ଘଟଣା ସମ୍ପର୍କରେ ସ୍ଥାନୀୟ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି…
Read More...

ଦୁର୍ଘଟଣାଗ୍ରସ୍ତ କାରରୁ ମିଳିଲା ଏକ ବନ୍ଧୁକ ଏବଂ କିଛି ଗୁଳି

ସମ୍ୱଲପୁର-: ବିଳମ୍ବିତ ରାତିରେ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡ଼ିଲା କାର । ଧକ୍କା ଫଳରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯିବା ସହ କାରଟି ଓଲଟି ହୋଇଯାଇଥିଲା ଚୁରମାର । ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ମେଡ଼ିକାଲକୁ…
Read More...