ଦୁଇ ଯାତ୍ରୀବାହି ବସ ମୁହାଁମୁହିଁ ଧକ୍କା , ଜଣେ ମୃତ ୫ ଆହତ
ଗଞ୍ଜାମ / ରଜନୀକାନ୍ତ ପାତ୍ର: ପୁଣି ସମ୍ନାକୁ ଆସିଲା ବସ ଦୁର୍ଘଟଣା । ଧରାକୋଟ ଥାନା ଜି. ଦାମଦରପଲ୍ଲୀ ଗ୍ରାମ ନିକଟରେ ଦୁଇ ଯାତ୍ରୀବାହି ବସ ମୁହାଁମୁହିଁ ଧକ୍କା l ପାଞ୍ଚ ରୁ ଉର୍ଦ୍ଧ ଗୁରୁତର ଆହାତ ହୋଇଥିବା ବେଳେ ଜଣକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ମାଲକାନଗିରି ଅଭିମୁଖେ ଯାଉଥିବା…
Read More...
Read More...