ଲାଞ୍ଚ ନେବାବେଳେ ଧରାପଡିଲେ ଆର.ଆଇ
ଅନୁଗୁଳ- ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବନ୍ତଳା ଆର.ଆଇ । ଜମିପଟ୍ଟା କରିଦେବା ନାଁରେ ଶରଧାପୁରର ସୁବାଷ ସାହୁଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବନ୍ତଳା ଆର.ଆଇ ଜଗବନ୍ଧୁ ନାୟକ । ଜଗବନ୍ଧୁଙ୍କୁ ଅନୁଗୁୁଳ ଭିଜିଲାନ୍ସ ଅଫିସ ଅଣାଯାଇ ପଚରାଉଚରା କରାଯାଇଥିବା ବେଳେେ…
Read More...
Read More...