Browsing Tag

#accident #barakote #reporterstoday

ଦୁର୍ଘଟଣାରେ ଗୋରୁ ମୃତ ଏବଂ ବାଇକ ଆରୋହୀ ଆହତ…

ଦେବଗଡ଼; ଆଜି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ରାଉରକେଲାରୁ ବାହାଡ଼ା ପଶି ରାଜ୍ୟ ରାଜପଥ  ଦେଇଯାଇଥିବା ଜଗନ୍ନାଥପୁର ଛକ ଠାରେ ଏକ ବାଇକ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ,ଆଜି ଦିନ ପ୍ରାୟ ୫ ଟା ସମ ୟରେ  ଲିଙ୍ଗା ମୁଣ୍ଡା ଏକ ବାଇକ, ଓ ଡି ୧୪k ୪୦୦୭ ଯୋଗେ ରାଉରକେଲା ପଟୁ ନିଜ ଗାଁ…
Read More...