Browsing Tag

Abhaya rout

ୟୁପି ସରକାର ସୁପ୍ରିମକୋର୍ଟଙ୍କ ଅବମାନନା କରିଥିବା ଅଭିଯୋଗ ଆଣିଲେ ଆଜମ ଖାନ

ଭୁବନେଶ୍ୱର: ସମାଜବାଦୀ ପାର୍ଟି ନେତା ଆଜମ ଖାନ ଉତ୍ତରପ୍ରଦେଶର ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଅବମାନନା କରିଥିବା ଅଭିଯୋଗ କରିଛନ୍ତି। ଏହି ମାମଲାରେ କୋର୍ଟ ଏକ ସପ୍ତାହ ମଧ୍ୟରେ ରାଜ୍ୟ ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି। ସମାଜବାଦୀ ପାର୍ଟିର ନେତା ଆଜମ ଖାନ ଆଜି ସୁପ୍ରିମକୋର୍ଟଙ୍କୁ…
Read More...

ଦେଶରେ ପୁଣି କାୟା ବିସ୍ତାର କରୁଛି କରୋନା

ଭୁବନେଶ୍ୱର: ଦେଶରେ ପୁଣି ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନ।। କରୋନା ଭାରତରେ ତାର କାୟା ବିସ୍ତାର କରିବାରେ ଲାଗିଛି । କୋଭିଡ ଜନିତ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍ । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୨୦ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ…
Read More...

ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସ କିଏ ?

ଭୁବନେଶ୍ୱର: ସୁନାର ଲଙ୍କା କୁହାଯାଉଥିବା ଶ୍ରୀଲଙ୍କାରେ ଏବେ ଅସ୍ଥିରତା ଜାରିରହିଛି । ଗୋଟେ ପଟେ ଦେଶରେ ଖାଦ୍ୟ ଓ ଇନ୍ଧନ ସଙ୍କଟ, ଅନ୍ୟପଟେ ରାଜନୈତିକ ଅସ୍ଥିରତା ଜାରିରହିଥିବା  ବେଳେ  ଠିକ ଏଭଳି ସମୟରେ ଦେଶରୁ ପଳାୟନ କରିଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସ । ପୂର୍ବରୁ ତାଙ୍କ ପଦରୁ…
Read More...

ରସଗୋଲା ଦିବସରେ ଅନାଥାଶ୍ରମ ଏବଂ ବୃଦ୍ଧାଶ୍ରମରେ ସୁସାଦୁ ମିଠା ବଣ୍ଟନ କରିଲେ ‘ଛପନଭୋଗ’ 

ଭୁବନେଶ୍ୱର: କେବଳ ଓଡ଼ିଶାରେ ନୁହେଁ ବରଂ କର୍ଣ୍ଣାଟକର ବାଙ୍ଗାଲୋରରେ ମଧ୍ୟ ପାଳିତ ହୋଇଛି ରସାଗୋଲା ଦିବସ । ଓଡ଼ିଶାର ମିଠା ଗୁଡ଼ିକ ଭିତରେ ରସଗୋଲା ଅନ୍ୟତମ । ତେବେ ପ୍ରତିବର୍ଷ ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ଦିନ ରସୋଗଲା ଦିବସ ପାଳନ କରାଯାଇଥାଏ । ରସଗୋଲାକୁ ବିଶ୍ୱରେ ପରିଚିତ କରାଇବା ପାଇଁ…
Read More...

‘ବିଜେପି କେବେବି ବଙ୍ଗଳାକୁ ବୁଝିପାରିବ ନାହିଁ’

ଭୁବନେଶ୍ୱର: ମା କାଳୀଙ୍କ ବିବାଦୀୟ ପୋଷ୍ଟରକୁ ନେଇ ଦେଶରେ ଚାଲିଥିବା ବିବାଦ ଥମିବାର ନା ନେଉନାହିଁ । ଅନ୍ୟପଟେ ଟିଏମସି ସାଂସଦ ମହୁଆ ମିତ୍ରଙ୍କ ପରେ ଟିଏମସି ମୁଖପାତ୍ର ବାବୁଲ ସୁପ୍ରିଓ ମା କାଳୀଙ୍କ ପୋଷ୍ଟର ଉପରେ ବୟାନ ଦେିଛନ୍ତି । ସେ ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ଏହି ପୋଷ୍ଟର…
Read More...

ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ନୀତି ପ୍ରସ୍ତୁତ କରାଯିବ: ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ବିଶ୍ୱରେ ବର୍ତ୍ତମାନ ମୁଦ୍ରସ୍ଫୀତି ବୃଦ୍ଧି ପାଉଛି, ଅନ୍ୟପଟେ ଭାରତର ମୁଦ୍ରା ଦୁର୍ବଳ ହେବାରେ ଲାଗିଛି । ଠିକ ଏହି ସମୟରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି, ମୁଦ୍ରାସ୍ଫୀତିକୁ ଅଟକାଇବା ପାଇଁ ବିକାଶକୁ ବଳି ଦିଆଯିବ ନାହିଁ ।  ସେ ଏହା…
Read More...

ପୁଣି ବୁମ୍ରା ହେଲେ ନମ୍ବର ୱାନ

ନୂଆଦିଲ୍ଲୀ: ଓଭାଲରେ ଖେଳାଯାଇଥିବା ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆରେ ବୁମ୍ରା ଦମଦାର ପ୍ରଦର୍ଶନ କରିଛନ୍ତି । ଆଇସିସି ODI ର଼୍ୟାଙ୍କିଙ୍ଗରେ ବୁମ୍ରା ବିଶ୍ୱର ଏକ ନମ୍ବର ବୋଲର ହୋଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ୧୯ ରନ୍ ଦେଇ ୬ ୱିକେଟ୍ ନେଇଥିଲେ। ଆଇସିସି ପକ୍ଷରୁ…
Read More...

ଗୋଆ ଓ ମଣିପୁର ଭଳି ଭାରତରେ ମିଶିବକି ଶ୍ରୀଲଙ୍କା?

ଭୁବନେଶ୍ୱର: ସୁନାର ଲଙ୍କାରେ ଦେଖାଦେଇଛି ଭୟଙ୍କର ଖାଦ୍ୟ ଓ ଇନ୍ଧନ ସଙ୍କଟ । ବିଦେଶୀ ଋଣ ଜାଲରେ ଛନ୍ଦି ହୋଇ ପଡ଼ିଛି ଶୀଲଙ୍କା । ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଏତେ ଦୁର୍ବଳ ହୋଇପଡ଼ିଛି ଯେ , ଲୋକଙ୍କୁ ମିଳୁନାହିଁ ଅତ୍ୟାବଶ୍ୟକ ସାମଗ୍ରୀ । ଯାହାଦ୍ୱାରା ଶ୍ରୀଲଙ୍କାବାସୀଙ୍କ ଆନ୍ଦୋଳନ ବଢ଼଼ିବାରେ…
Read More...