Browsing Tag

Abhaya rout

ବିଧାୟକ ଓ ସାଂସଦଙ୍କୁ ବିବେକ ଭୋଟ ଦେବା ପାଇଁ କହିଲେ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ

ଭୁବନେଶ୍ୱର:  ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଆରମ୍ଭ ହେବାପରେ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ତାଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି । ଯଶୱନ୍ତ ସିହ୍ନା କହିଛନ୍ତି, "ଏହି ନିର୍ବାଚନ ଦେଶର ଗଣତନ୍ତ୍ର ପାଇଁ ବାଟ ଫିଟିବ।…
Read More...

ଆସନ୍ତା ସପ୍ତାହରେ ଶ୍ରୀଲଙ୍କା ସଂସଦ ବାଛିବ ନୂଆ ରାଷ୍ଟ୍ରପତି

ଭୁବନେଶ୍ୱର: ଆସନ୍ତା ସପ୍ତାହରେ ଶ୍ରୀଲଙ୍କା ସଂସଦ ନୂଆ ରାଷ୍ଟ୍ରପତି ବାଛିବ । ଏଥିପାଇଁ ଶନିବାରଠାରୁ ପ୍ରକ୍ରିୟା ଆରମ୍ଭ ହେବ । ସର୍ବଦଳୀୟ ସରକାର ଗଠନ ପାଇଁ ସହମତି ହୋଇସାରିଛି । ଶାସକ ଦଳ ଶ୍ରୀଲଙ୍କା ପୋଦୁଜନା ପେରାମୁନା ଏସଏଲପିପି ରାନିଲ ବିକ୍ରମ ସିଂହେକୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା…
Read More...

“ମୋତେ ସମର୍ଥନ କରିଥବା ୪୦ ବିଧାୟକଙ୍କ ମଧ୍ୟରୁ କେହି ହାରିବେ ତାହା ହେଲେ ମୁଁ ରାଜନୀତି ଛାଡ଼ିଦେବି”

ମୁମ୍ବାଇ: ମାହାରାଷ୍ଟ୍ରରେ ଚାଲିଥବା ହାଇଡ଼୍ରାମା ରାଜନୀତିରେ କିଛିଦିନ ହେବ ପୁର୍ଣ୍ଣଛେଦ ପଡ଼ିଥିବା ବେଳେ, ଏବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନା ମୁଖ୍ୟ ଉଦ୍ଧବ ଠାକେର ଏବଂ ମହାବିକାଶ ଅଗାଡ଼ି ପାର୍ଟିକୁ ଟାର୍କେଟ କରିଛନ୍ତି । ସେ ଏହି ରାଜନୈତିକ ଦଳକୁ ଖୋଲା ଚ୍ୟାଲେଞ୍ଜ କରି କହିଛନ୍ତି…
Read More...

କୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଦେଶ ଛାଡ଼ିପାରିବେନି ମହିନ୍ଦା ରାଜପକ୍ସ

ଭୁବନେଶ୍ୱର: ଶ୍ରୀଲଙ୍କାରେ ଗତ କିଛି ମାସ ହେବ ଖାଦ୍ୟ, ଇନ୍ଧନ ଏବଂ ରାଜନୈତିକ ଅସ୍ତିରତା ଜାରିରହିଛି । ଅନ୍ୟପଟେ ଶ୍ରୀଲଙ୍କାର ରାଷ୍ଟ୍ରପତି ଥିବା ସମୟରେ ଗୋଟାବାୟା ରାଜପକ୍ସ ଦେଶ ଛାଡି ପଳାଇବା ପରେ କୋର୍ଟ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ…
Read More...

ଜୁଲାଇ ୨୩ରେ ହେବ ରାଷ୍ଟ୍ରପତି କୋବିନ୍ଦଙ୍କ ବିଦାୟ ସମାରୋହ

ଭୁବନେଶ୍ୱର: ଦେଶ ପାଇବାକୁ ଜାଉଛି ନୂଆ ରାଷ୍ଟ୍ରପତି, ଅନ୍ୟପଟେ ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ବିଦାୟ ସମାରୋହ ୨୩ ଜୁଲାଇରେ ସଂସଦ ଗୃହର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ହେବ। ବିଦାୟ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ଲୋକସଭା…
Read More...

ରାଜ୍ୟରେ ୧୦୦୦ ପାର୍ ହେଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣର ମାତ୍ରା । ଆଜି ରାଜ୍ୟରେ ୧୦୦୦ ଟପିଛି ଦୈନିକ ସଂକ୍ରମଣର ମାତ୍ରା । ୨୪ ଘଣ୍ଟା ଭିତରେ ୧୦୪୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସ ବର୍ଗରୁ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୬୦୯ ଓ…
Read More...

ଏନଏସଇର ପୂର୍ବତନ ଏମଡିଙ୍କୁ ଗିରଫ କଲା ଇଡି

ଭୁବନେଶ୍ୱର:ଏନଏସଇର ପୂର୍ବତନ ଏମଡି ତଥା ସିଇଓ ଚିତ୍ରା ରାମକୃଷ୍ଣଙ୍କୁ ଗିରଫ କରିଛି ଇଡ଼ି । ଗିରଫ ହେବା ପରେ ଚିତ୍ରାଙ୍କୁ ଇଡିକୁ ୪ ଦିନିଆ ରିମାଣ୍ଡ ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ଏହାପୂର୍ବରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ତଥା ଏନଏସଇର ପୂର୍ବତନ…
Read More...

‘କେବଳ ଖାଇବା ଆଉ ଜନସଂଖ୍ୟା ବଢ଼ାଇବା ଏ କାମ ତ ପଶୁମାନେ କରନ୍ତି’

ଭୁବନେଶ୍ୱର: କିଛି ଦିନ ତଳେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଇଥିଲା । ବିଶ୍ୱରେ ବୃଦ୍ଧି ପାଉଥିବା ଜନସଂଖ୍ୟା ପ୍ରତି ଲୋକ ମାନଙ୍କୁ ଜାଗୃତ କରାଇବା ପାଇଁ ପ୍ରତିବର୍ଷ ଜୁଲାଇ ୧୧ରେ ପାଳନ କରାଯାଇଥାଏ ବିଶ୍ୱ ଜନ ସଂଖ୍ୟା ଦିବସ । ମିଳିତ ଜାତିସଂଘ(ୟୁଏନ୍) ରିପୋର୍ଟ ମୁତାବକ ୨୦୨୩ ମସିହା…
Read More...

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଜେପି ଉପରେ ଅଭିଯୋଗ ଆଣିଲେ କମଲ ନାଥ

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମଧ୍ୟପ୍ରଦେଶ କଂଗ୍ରେସ ସଭାପତି କମଲ ନାଥ ବିଜେପି ଉପରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ବିଜେପି କଂଗ୍ରେସ ବିଧାୟକଙ୍କୁ କିଣିବାକୁ ଚେଷ୍ଟା କରୁଛି। ଜୁଲାଇ ୧୮ ରେ ଦେଶରେ…
Read More...

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଉପରେ କଂଗ୍ରେସ ନେତା ଦେଲେ ବିବାଦୀୟ ବୟାନ

ଭୁବନେଶ୍ୱର: ଆଉ କିଛି ଦିନ ପରେ ଦେଶ ପାଇବ ନୂଆ ରାଷ୍ଟ୍ରପତି । ଅନ୍ୟପଟେ କଂଗ୍ରେସ ନେତା ଅଜୟ କୁମାର ଏକ ବିବାଦୀୟ ବୟାନ ଦେିଛନ୍ତି । ସେ କହିଛନ୍ତି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁ ଏକ ଭାରତର ଅତ୍ୟନ୍ତ ଭୁଲ ବିଚାରଧାରାକୁ ପ୍ରତିନିଧିତ୍ୱ କରୁଛନ୍ତି , ଏବଂ ତାଙ୍କୁ…
Read More...