ରାଜ ଠାକରେଙ୍କୁ ଭେଟିଲେ ଦେବେନ୍ଦ୍ର ଫଡନାଭିସ୍
ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ମୁଖ୍ୟ ରାଜ ଠାକରେଙ୍କୁ ଭେଟିଛନ୍ତି। ଦେବେନ୍ଦ୍ର ଫଡନାଭିସ୍ ରାଜ ଠାକରେଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲେ। ଦୁଇ ନେତାଙ୍କ ମଧ୍ୟରେ ୧ ଘଣ୍ଟା ୩୦ ମିନିଟ ଧରି ଆଲୋଚନା ହୋଇଥିଲା । ଏହି…
Read More...
Read More...