Browsing Tag

aasam

ପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକଙ୍କୁ ସ୍ବର୍ଣ୍ଣ, ବାଳିକାଙ୍କୁ ରୌପ୍ୟ

ଆସାମ: ଆସାମର ‌ଗୁଆହାଟୀଠାରେ ଆୟୋଜିତ ଦ୍ବିତୀୟ ପୂର୍ବାଞ୍ଚଳ ଉପକନିଷ୍ଠ ହକିରେ ଓଡ଼ିଶା ବାଳକ ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା ବେଳେ ବାଳିକା ଦଳ ରୌପ୍ୟ ପଦକ ହାସଲ କରିଛନ୍ତି। ଓଡ଼ିଶା ବାଳକ ଦଳ ଫାଇନାଲ୍‌ରେ ହକି ଝାଡ଼ଖଣ୍ଡକୁ ପେନାଲ୍ଟି ସୁଟ୍‌ଆଉଟ୍‌ରେ ୪-୩ (୬-୬)ଗୋଲ୍‌ରେ ପରାସ୍ତ କରିଥିଲା।…
Read More...

ଆସାମରେ ୪୦୦୪ ବାଲ୍ୟ ବିବାହ ମାମଲା, କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ

ଆସାମ: ଚିନ୍ତା ବଢିଯାଇଛି ଆସାମରେ ବାଲ୍ୟ ବିବାହ ମାମଲା । ବାଲ୍ୟ ବିବାହ ଆଇନ ଉଲ୍ଲଙ୍ଘନ ନେଇ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସରକଙ୍କ ଚିନ୍ତା ବଢିଯାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୦୦୪ଟି ମକଦ୍ଦମା କେବଳ ବାଲ୍ୟ ବିବାହ ଆଇନରେ ରୁଜୁ ହୋଇଛି । ଏହି ସବୁ ମାମଲା ବାଲ୍ୟ ବିବାହ ଆଇନର…
Read More...

ଆସାମ ବନ୍ୟା : ୧୪.୩୧ ଲକ୍ଷ ଲୋକ ପ୍ରଭାବିତ

(ଆସାମ) : ଅତ୍ୟଧିକ ବର୍ଷା ହେତୁ ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟା ଯୋଗୁ ୧୨ ଜଣଙ୍କର ମୃତ୍ୟୁ ଘଟିଛି। ଚାଚର ଏବଂ ଚିରଙ୍ଗ ଜିଲ୍ଲାରେ ପ୍ରତ୍ୟେକ ଦୁଇଟି ମୃତ୍ୟୁ ଘଟିଛି। ଭୀଷଣ ବନ୍ୟା ଯୋଗୁ ବାଜାଲୀ, ବାରପେଟା, ବିଶ୍ୱନାଥ, କାଚର, ଚିରଙ୍ଗ, ଡାରଙ୍ଗ,…
Read More...

ଆସାମରେ ବନ୍ୟା ସ୍ଥିତି : ୨୨ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

(ଆସାମ)  : ଅତ୍ୟଧିକ ବର୍ଷା ହେତୁ ଆସାମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଆସାମର ସ୍ଥିତିରେ ସୁଧାର ଆସୁନି । ଏହି ଭିତରେ ପୁଣି ୫ଜଣଙ୍କର ମୃତ୍ୟୁ ହୋଇଛି । ବନ୍ୟା ସ୍ଥିତି କାରଣରୁ ୨୫ଜିଲ୍ଲାର ପାଖାପାଖି ୨୨ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ମାତ୍ର ରବିବାର ବନ୍ୟା…
Read More...

ଆସାମରେ ପ୍ରବଳ ବନ୍ୟା : ୩୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

(ଆସାମ) : ଆସାମରେ ପ୍ରବଳ ବର୍ଷା ଯୋଗୁ ଭୟାନକ ହୋଇଛି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟରେ ୨୮ ଜିଲ୍ଲାର ୩୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ନାଗୌନ ଜିଲ୍ଲାର ୧୫୫ ଗ୍ରାମ ଏବେ ବି ଜଳ ବନ୍ଦୀ ହୋଇ ରହିଛନ୍ତି। ଘରେ ପାଣି ପଶିଥିବା ବେଳେ ଲୋକେ ରାଜ ରାସ୍ତାରେ ତମ୍ୱୁ ମାରି…
Read More...

ଆସାମରେ ପ୍ରଳୟଙ୍କରୀ ବନ୍ୟା : ମୃତ୍ୟୁସଂଖ୍ୟା ୧୦୮ ପାର

(ଆସାମ) : ଅତ୍ୟଧିକ ବର୍ଷା ହେତୁ ଆସାମରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ହୋଇଛି । ଫଳରେ ଏହି ବନ୍ୟାରେ ମୃତ୍ୟୁସଂଖ୍ୟା ୧୦୦ ଟପିଛି । ଗତ ୨୪ ଘଣ୍ଟାରେ ୮ ଜଣଙ୍କର ମୃତ୍ୟୁ ପରେ ମୃତ୍ୟୁସଂଖ୍ୟା ୧୦୮ରେ ପହଞ୍ଚିଛି । ସେଥିରୁ ବନ୍ୟା ଯୋଗୁ ୯୧ ଓ ଭୂସ୍ଖଳନରେ ୧୭ଜଣ ପ୍ରାଣ ହରାଇଛନ୍ତି । ଫଳରେ…
Read More...

ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାଖଲ

(ଆସାମ) : ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାଖଲ । ଆସାମ ମୁଖ୍ୟମନ୍ତ୍ରୀ ଡ. ହେମନ୍ତ ବିଶ୍ବ ସର୍ମାଙ୍କ ପତ୍ନୀ ରିଙ୍କି ଭୁୟାଁ ସର୍ମା ମଙ୍ଗଳବାର ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାଖଲ କରିଛନ୍ତି । ଗୌହାଟି…
Read More...

ବନ୍ୟା ଧ୍ୱଂସ କରିବାକୁ ବସିଲାଣି ଆସାମ ସହର 

ଗୌହାଟୀ:ଆସାମରେ ପ୍ରବଳ ବନ୍ୟା ରାଜ୍ୟକୁ ପ୍ରଭାବିତ କରିଛି । ଗତ ୨୪ ଘଣ୍ଟାରେ ବନ୍ୟା ଓ ଭୂସ୍କଳନରେ ୧୧ଜଣଙ୍କର ମୃତ୍ୟୁ ହୋଇଛି ।୩୩ ଜିଲ୍ଲାର ପ୍ରାୟ ୪୩ ଲକ୍ଷ ଲୋକ ପ୍ରଭାବିତ । ମୃତ୍ୟୁସଂଖ୍ୟା ୭୩କୁ ବୃଦ୍ଧି ପାଇଛି । ପ୍ରଭାବିତ ଅଞ୍ଚଳରେ ଖାଦ୍ୟ ସାମଗ୍ରୀ ସହ ଅନ୍ୟାନ୍ୟ ସାହାଯ୍ୟ ପହଞ୍ଚାଇବା…
Read More...

ଆସାମରେ ପ୍ରଳୟଙ୍କରୀ ବନ୍ୟା, ଏକାଧିକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

(ଆସାମ) : ଅତ୍ୟଧିକ ବର୍ଷ ହେତୁ ଆସାମରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଆସାମର ୩୧ଟି ଜିଲ୍ଲାରେ ପ୍ରାୟ ୪୨ ଲକ୍ଷରୁ ଅଧିକ ଲୋକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛନ୍ତି। ଆସାମ ଷ୍ଟେଟ୍ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଗତ ୨୪ ଘଣ୍ଟାରେ ବନ୍ୟା…
Read More...

ଆସାମରେ ପ୍ରଳୟଙ୍କରୀ ବନ୍ୟା : ପାଣି ଘେରରେ ୪୨୯୧ ଗାଁ

(ଆସାମ) : ଆସାମରେ ଅତ୍ୟଧିକ ବର୍ଷା ପାଇଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜ୍ୟର ୩୨ଟି ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୩୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ବ୍ରହ୍ମପୁତ୍ର ଏବଂ ଏହାର ଉପନଦୀ ଗୁଡ଼ିକର ବନ୍ୟା ଜଳ ୪୨୯୧ ଗାଁରେ ପ୍ରବେଶ କରି ୬୬୪୫୫.୮୨ ହେକ୍ଟର ଫସଲ ଜମି ନଷ୍ଟ…
Read More...