Browsing Tag

Aali

ସାଇକେଲକୁ ପିଟିଲା ବାଇକ, ଜଣେ ମୃତ, ଜଣେ ଆହତ

ଆଳି/ଅଶ୍ବିନୀ କୁମାର ସାହୁ : କଟକ-ଚାନ୍ଦବାଲି ରାସ୍ତାର ଆଳି ITI କଲେଜ ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ସୂଚନା ମୁତାବକ ବଳଭଦ୍ରପୁର ଶାସନ ଗ୍ରାମର ଶିକ୍ଷକ ରମାକାନ୍ତ ମିଶ୍ର ସାଇକେଲ ନେଇ ନିଆଳ ହାଟକୁ ଆସୁଥିବା ବେଳେ…
Read More...

ଦଉଡି ଦେଇ ଯୁବତୀଙ୍କ ଆତ୍ମହତ୍ୟା

କେନ୍ଦ୍ରାପଡ଼ା(ଅଶ୍ୱିନୀ କୁମାର ସାହୁ):ରାଜକନିକା ଥାନା ଅନ୍ତର୍ଗତ ବଳରାମପୁର ପଞ୍ଚାୟତ ସାତଘରିଆ ଗାଁରେ ଜଣେ ଯୁବତୀ ଆଜି ନିଜ ଶୋଇବା ଘରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି।ତେବେ ଆତ୍ମହତ୍ୟା ର କାରଣ ସ୍ପଷ୍ଟ ହୋଇ ପାରିନଥିବା ବେଳେ ଏହା ପ୍ରେମ ସମ୍ପର୍କକୁ ନେଇ ହୋଇଥିବା…
Read More...

ମଇଁଷିକୁ ନଦୀ କୂଳରୁ ଝାମ୍ପିନେଲା କୁମ୍ଭୀର

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ପ୍ରବାହିତ ନଦୀ ଗୁଡିକରେ ଦିନକୁ ଦିନ କୁମ୍ଭୀର ଉପଦ୍ରବ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି l ରବିବାର ଅପରାହ୍ନରେ ଆଳି ଇଛାପୁର ଗ୍ରାମ ନିକଟରେ ପ୍ରବାହିତ ଖର ସ୍ରୋତା ନଦୀକୂଳରେ ମଇଁଷି ଚରୁଥିବା ବେଳେ କୁମ୍ଭୀରଟିଏ ମଇଁଷିକୁ ନଦୀ ଗର୍ଭକୁ ଝାମ୍ପି…
Read More...

ବିଦ୍ୟାଳୟକୁ ପୋଷ୍ୟଭାବେ ଗ୍ରହଣ

ଆଳି: (ଅଶ୍ୱିନୀ କୁମାର ସାହୁ) -କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଡାମ୍ବିଳା ଠାରେ ଥିବା କେଶବାନନ୍ଦ ବାଳିକା ବିଦ୍ୟାପୀଠକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି କଳଦିଆ ଗ୍ରାମର ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ । ସମାଜସେବା କ୍ଷେତ୍ରରେ ଆଗଭର ଥିବା କଳଦିଆ ଗ୍ରାମର ଚକ୍ରଧର ଦାଶ ରିଜର୍ଭ ବ୍ୟାଙ୍କ…
Read More...

ଏଟିଏମ ତାଡ଼ିଲେ ଦୁର୍ବୁର୍ତ୍ତ

ଆଳି: ରାଜକନିକା ଏସଏନ କଲେଜରେ ଥିବା SBI ଏଟିଏମ ତାଡ଼ିଲେ ଦୁର୍ବୁର୍ତ୍ତ । ଟଙ୍କା ନେବାରେ ହେଲେ ବିଫଳ। ଗତକାଲି ବିଲମ୍ବିତ ରାତ୍ରିରେ ଘଟିଛି ଏହି ଘଟଣା । ଏହି ଘଟଣା ପୋଲିସ ପେଟ୍ରୋଲିଂକୁ ନେଇ ଉଠିଛି ପ୍ରଶ୍ନବାଚି । ଗତ ଦୁଇ ମାସ ଭିତରେ ଆଳି,ପଟ୍ଟାମୁଣ୍ଡାଇ, ରାଜକନିକା ଅଞ୍ଚଳରେ ଏକାଧିକ…
Read More...

ସମବାୟ ନିର୍ଦେଶକ ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲ

ଆଳି: ରାଜ୍ୟରେ ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ହେବ ସମବାୟ ନିର୍ବାଚନ । କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ସମସ୍ତ ସମବାୟ ସମିତିରେ ମଧ୍ୟ ନିର୍ବାଚନ ନିମନ୍ତେ ପ୍ରଥମ ପର୍ୟ୍ୟାୟ ନାମାଙ୍କନ ପତ୍ର ଦାଖଲ କାର୍ୟ୍ୟ ଆରମ୍ଭ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରେ ଥିବା ୧୧ ଟି ସମିତି ମଧ୍ୟରୁ…
Read More...