Browsing Tag

A terrible fire broke out in a hotel in Delhi’s Conant Place

ଦିଲ୍ଲୀର ଦ୍ୱାରକାଠାରେ ‘ଯଶୋଭୂମି’ ନିର୍ମାଣ

ବ୍ୟୁରୋ: ଦିଲ୍ଲୀର ଦ୍ୱାରକାଠାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ୍ ଆଣ୍ଡ ଏକ୍ସପୋ ସେଣ୍ଟର ନିର୍ମାଣ କରାଯାଉଛି । ଯାହାର ନାମ ‘ଯଶୋଭୂମି’ ରଖାଯାଇଛି। ମୋଟ ୮.୯ ଲକ୍ଷ ବର୍ଗ ମିଟର ଅଞ୍ଚଳରେ ଯଶୋଭୂମି ନିର୍ମାଣ କରାଯାଉଛି। ସେଥିମଧ୍ୟରୁ ୧.୮ ଲକ୍ଷ ବର୍ଗ ମିଟରରୁ ଅଧିକ ଅଞ୍ଚଳରେ ନିର୍ମାଣ…
Read More...

ଦିଲ୍ଲୀର କନାଣ୍ଟ ପ୍ଲେସ ସ୍ଥିତ ଏକ ହୋଟେଲରେ ଭୟବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ରାଜଧାନୀ ହୋଟେଲରେ ଭୟବହ ଅଗ୍ନିକାଣ୍ଡ । ଦିଲ୍ଲୀର କନାଣ୍ଟ ପ୍ଲେସ ସ୍ଥିତ ଏକ ହୋଟେଲରେ ଆଜି ସକାଳେ ନିଆଁ ଲାଗିଯାଇଛି । ସୂଚନା ଅନୂଯାୟୀ ଅଗ୍ନିକାଣ୍ଡର ଖବର ପାଇଁ ଘଟଣା ସ୍ତଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଛନ୍ତି । ନିଆଁ କୁ ଆୟତ୍ତ କରିବା ପାଇଁ ଘଟଣା…
Read More...