ଦନ୍ତା ଆକ୍ରମଣରେ ଜଣଙ୍କର ଜୀବନ ହାନୀ
ବ୍ୟୁରୋ : ଥମିବାର ନାଁ ନେଉନି ହାତୀ ଆତଙ୍କ । ଅନେକ ସମୟରେ ଆସୁଛି ହାତୀ ଆକ୍ରମଣର ଘଟଣା । ଏପରି ଏକ ଘଟଣା ପୁଣି ସାମ୍ନାକୁ ଆସିଛି । ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଆଉ ଏପରି ଘଟଣା ଘଟିିଛି ଅନୁଗୁଳ ଜିଲ୍ଳାରେ । ଅନୁଗୁଳ ଗଡ଼ସନ୍ତ୍ରି ପଞ୍ଚାୟତ ବାଇଝାଲିଆସାହିରେ ଜଣଙ୍କର ମୃତ୍ୟୁ…
Read More...
Read More...