ମୋଟରସାଇକେଲ ଚୋରି ମାମଲାରେ ପଥରା ଛକରୁ ଜଣେ ନାବାଳକକୁ ଅଟକ
ଗଞ୍ଜମ / ରଜନୀକାନ୍ତ ପାତ୍ର : ଗୋପାଳପୁର ଥାନା ପୋଲିସ ଏକ ମୋଟରସାଇକେଲ ଚୋରି ମାମଲାରେ ପଥରା ଛକରୁ ଜଣେ ନାବାଳକକୁ ଅଟକ ରଖିଛି। ଥାନାରେ ଜେରା କରିବା ପରେ ତାଙ୍କୁ ବାଳସୁଧାର ଗୃହକୁ ପଠାଇଛି ପୋଲିସ। ଅଭିଯୁକ୍ତ ନାବାଳକ ଘର ବଡ଼ବଜାର ଥାନା ଅନ୍ତର୍ଗତ ଗଣେଶନଗର ବୋଲି ଜଣାପଡିଛି। ସୁଚନା…
Read More...
Read More...