ବାସୁଦେବପୁର ବାଳିକା ଉଚ୍ଚବିଦ୍ୟାଳୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା କରିବେ 5T ସଚିବ
ଭୁବନେଶ୍ୱର: ଆଜି ଭଦ୍ରକ ଗସ୍ତରେ ଯିବେ 5T ସଚିବ ଭି.କେ. ପାଣ୍ଡିଆନ । ବାସୁଦେବପୁର ଯାଇ ବାଳିକା ଉଚ୍ଚବିଦ୍ୟାଳୟ ଉନ୍ନତିକରଣ କାର୍ଯ୍ୟ ସମୀକ୍ଷା କରିବେ 5T ସଚିବ । ସୂଚନା ଅନୁଯାୟୀ, ଗସ୍ତ ନିମନ୍ତେ ନିର୍ଦ୍ଧାରିତ ସୂଚୀ ଅନୁସାରେ ଆଜି ସକାଳ ୧୦ ଟା ୨୫ରେ ସ୍କୁଲରେ ପହଞ୍ଚି ଭିତ୍ତିଭୂମି ବୁଲି…
Read More...
Read More...