Browsing Tag

5T SACHIBA

5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ

ଭୁବନେଶ୍ୱର : ଗତକାଲି ସ୍ୱେଚ୍ଛାକୃତ ଅବସର ନେଇଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନଙ୍କୁ ମିଲିଛି ନୁଆ ଦାଇତ୍ୱ । ‘୫-ଟି’ ଓ ନବୀନ ଓଡିଶା’ର ଅଧ୍ୟକ୍ଷ ଭାବେ ଦାଇତ୍ୱ ତୁଲାଇବେ ଭି . କେ ପାଣ୍ଡିଆନ । ଏ ନେଇ ଆଜି ସାଧାରଣ…
Read More...

୫ଟି ସଚିବଙ୍କ ୩ଦିନିଆ ଯାଜପୁର ଜିଲ୍ଲା ଗସ୍ତ, ବିଭିନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଆଜିଠାରୁ ୩ ଦିନିଆ ଯାଜପୁର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି। ୫ଟି ସଚିବ ଅଗଷ୍ଟ ୨୯, ୩୧ ଓ ସେପ୍ଟେମ୍ବର ୧ ତାରିଖରେ ଯାଜପୁର ଜିଲ୍ଲାର ସମସ୍ତ ୭ଟି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ହେବାକୁ…
Read More...

ଜନତା ମଇଦାନରେ ଛାତ୍ର ଛାତ୍ରୀଙ୍କୁ ଭେଟିଲେ ୫ଟି ସଚିବ

ଭୁବନେଶ୍ୱର:ଜନତା ମଇଦାନରେ ୫ଟି ସଚିବ ଭିକେ ପାଣ୍ଡିଆନ ଛାତ୍ର ଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସମସ୍ତ ଛାତ୍ର ଚାତ୍ରୀଙ୍କୁ ଭେଟିଛନ୍ତି । ଜୟ ଜଗନ୍ନାଥ କହି ନିଜର ଅଭିଭାଷଣ ଆରମ୍ଭ କରିଥିିଲେ ୫ଟି ସଚିବ । ଏତେ ପରିମାଣର ଛାତ୍ର ଛାତ୍ରୀ ଆସିଥିବାରୁ ସମସ୍ତଙ୍କୁ…
Read More...

କଟକ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ

କଟକ: କଟକ ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ ।ଆଠଗଡରେ ପହଞ୍ଚି ବିକାଶ କାର୍ଯ୍ୟର ସମିକ୍ଷା କରୁଛନ୍ତି ୫ଟି ସଚିବ । ଲୋକଙ୍କୁ ଭେଟି ଦରଖାସ୍ତ ଗ୍ରହଣ କରୁଛନ୍ତି ୫ଟି ସଚିବ । ଯେଉଁ ସବୁ ଦାବି ଅଛି ତାହା ଖୁବଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ଚାଷୀଙ୍କ ସମସ୍ୟାର…
Read More...

୫-ଟି ସଚିବଙ୍କ ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନ

ବଲାଙ୍ଗୀର: ୫-ଟି ସଚିବଙ୍କ ବଲାଙ୍ଗୀର ଗସ୍ତର ଦ୍ୱିତୀୟ ଦିନ । ତୃଣମୂଳସ୍ତରର ବିକାଶର ନନଷ୍ଟପ ସମୀକ୍ଷା । ବଲାଙ୍ଗୀର ସମଲେଇ ମାଁଙ୍କୁ ଦର୍ଶନ କରି ରୂପାନ୍ତର ପାଇଁ ସେବାୟତଙ୍କ ସହ ଆଲେଚନା କରିଛନ୍ତି । ଖୁବଶୀଘ୍ର ଭବ୍ୟ ମନ୍ଦିର ନିର୍ମାଣ କରାଯିବ । ଜିଲ୍ଲା ମନ୍ଦିରର ପ୍ଲାନ କରି ପଠାଇବେ…
Read More...

ଓଡ଼ିଶାରେ ପ୍ରତିଷ୍ଠା ହେବ ସିଲିକନ୍ କାର୍ବାଇଡ ପ୍ଲାଣ୍ଟ

ଭୁବନେଶ୍ୱର: ଓଡିଶାରେ ପ୍ରତିଷ୍ଠା ହେବ ସିଲିକନ କାର୍ବାଇଡ ପ୍ଲାଣ୍ଟ । ଆମେରିକାର ସିଲିକନ ଗ୍ରୁପ ଓଡ଼ିଶାରେ କରିବ ପୁଞ୍ଜିନିବେଶ । ସିଲିକନ ପାୱାର ଗ୍ରୁପ ୧ ହଜାର କୋଟିର ପୁଞ୍ଜି ନିବେଶ କରିବ । ଓଡିଶାରେ ପ୍ରଥମ ଥର ହେବ ସିଲିକନ୍ କାର୍ବାଇଡ ପ୍ଲାଣ୍ଟ। ୧୫୦ MM କ୍ଷମତା ସଂପନ୍ନ ସିଲିକନ୍…
Read More...

ରେନକୋର୍ଟ ପିନ୍ଧି ଲୋକଙ୍କ ସମସ୍ୟା ବୁଝିଲେ ୫ଟି ସଚିବ

ଦେବଗଡ:ଆଜି ୫ଟି ସଚିବ ଭିକେ ପାଣ୍ଡିଆନଙ୍କ ଦେବଗଡ ଗସ୍ତର ଶେଷଦିନ । ୫ଟି ସଚିବଙ୍କ ଆଗରେ ପିକା ପଡିଛି ବର୍ଷା । ଲୋକମାନେ ବର୍ଷାରେ ଭିଜି ୫ଟି ସଚିବଙ୍କୁ ଅପେକ୍ଷା କରିଥିିଲେ । ୫ଟି ସଚିବ ମଧ୍ୟ ଲୋକଙ୍କ ସମସ୍ୟା ଶୁଣିବା ଓ ଦାବିପତ୍ର ଗ୍ରହଣ କରିବା ପାଇଁ ବର୍ଷା ପାଗରେ ରେନକୋଟ ପିନ୍ଧି…
Read More...

ଲାଇଟ ଓ ସାଉଣ୍ଡ ସୋରେ ଝଲସିବ ଇରମର ଇତିହାସ

ବାସୁଦେବପୁର: ରକ୍ତତୀର୍ଥ ଇରମର ବଦଳିବ ନକ୍ସା । ବିକଶିତ ହେବ, ବିଶ୍ବବିଦିତ ହେବ ଇରମ ଇତିହାସ । ଏଥିପାଇଁ ଶୀଘ୍ର ପ୍ଲାନ୍ ପ୍ରସ୍ତୁତ କରି ଦେଲେ ୭ ଦିନରେ ଖୁସି ଖବର ଦେବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳଙ୍କୁ ଏନେଇ ପ୍ଲାନ୍ ଦେଲେ ୬ରୁ ୮ମାସରେ ନୂଆ ରୂପରେ ନଜର ଆସିବ ଇରମ ସହିଦ ସ୍ମୃତିସ୍ତମ୍ଭ…
Read More...

ବରମୁଣ୍ଡା ବସ ଟର୍ମିନାଲ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ୫ଟି ସଚିବ

ଭୁବନେଶ୍ୱର: ଏହି କାମର ଅଗ୍ରଗତି ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ ଆଜି ଅପରାହ୍ନରେ ସ୍ଥାନୀୟ ବରମୁଣ୍ଡା ସ୍ଥିତ ନିର୍ମାଣଧୀନ ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲରେ ପହଞ୍ଚି ଥିଲେ । ନିର୍ମାଣ…
Read More...

ପୁରୀରେ 5T ସଚିବ ଭିକେ ପାଣ୍ଡିଆନ

ପୁରୀ: ପୁରୀରେ 5T ସଚିବ ଭିକେ ପାଣ୍ଡିଆନ । ପରିକ୍ରମା ପ୍ରକଳ୍ପର ଅଗ୍ରଗତି ନେଇ 5T ସଚିବ ସମୀକ୍ଷା କରିଛନ୍ତି । ଏଥିସହ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମଧ୍ୟ ଦର୍ଶନ କରିଛନ୍ତି | ପରିକ୍ରମା ପ୍ରକଳ୍ପକୁ ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ସହିତ ଟାର୍ଗେଟ ଅନୁସାରେ…
Read More...