Browsing Tag

5G Network

୨୦୨୫ ମାର୍ଚ୍ଚ ସୁଦ୍ଧା ସମସ୍ତ ଗାଁକୁ ପହଞ୍ଚିଯିବ ନେଟୱର୍କ : ମନ୍ତ୍ରୀ ମୁକେଶ ମହାଲିଙ୍ଗ

ବ୍ୟୁରୋ : ରାଜ୍ୟରେ ୪୭ ହଜାର ୯୦୨ ଟି ମୋବାଇଲ ଟାୱାର ରହିଥିବା ସୂଚନା ଦିଆଯାଇଛି । ସେଥି ମଧ୍ୟରୁ ୧୨ ହଜାର ୬୦୨ ଟି 5G ଟାୱାର ଅଛି। ଅଧିକ 5G ଟାୱାର ଅପଡେଟ୍ ମଧ୍ୟ କରାଯାଉଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ନେଟୱର୍କ ଅପହଞ୍ଚ ଥିବା ଗାଁ କୁ ସେବା ପହଞ୍ଚାଇବା ସରକାର ଲକ୍ଷ୍ୟ ରଖିଛନ୍ତି। ଏନେଇ IT…
Read More...

ଓଡ଼ିଶାରେ ୫ଜି ସେବା ଆରମ୍ଭ ହେବ ଏବଂ ଓଡ଼ିଶା ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍

ଭୁବନେଶ୍ୱର: ଓଡ଼ିଶାରେ ଆରମ୍ଭ ହେବ ୫ଜି ସେବା | ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ୫ଜି ସେବା ଆରମ୍ଭ ହେବ ଏବଂ ଓଡ଼ିଶା ଆସିବ ବନ୍ଦେ ଭାରତ ଏକ୍ସପ୍ରେସ୍। ଏଭଳି ଦୁଇଟି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ତଥା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଆଜି ‘ଓଡ଼ିଶା…
Read More...

ଦେଶର ୪ ମେଟ୍ରୋ ସହରରେ ଦୀପାବଳୀରୁ ୫ଜି ସେବା

ମୁମ୍ବାଇ: ଦୀପାବଳୀ ଅବସରରେ ରିଲାୟନ୍ସ ଜିଓ ପକ୍ଷରୁ ଦେଶର ୪ଟି ମେଟ୍ରୋ ସହରରେ ୫ଜି ସେବା ଆରମ୍ଭ ହେବାକୁ ଯାଉଛି। ରିଲାଏନସ ଜିଓର ବାର୍ଷିକ ସାଧାରଣ ସଭାରେ କମ୍ପାନୀ ଘୋଷଣା କରିଛି। ରିଲାଏସନ ଗ୍ରୁପର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଘୋଷଣା କରି କହିଛନ୍ତି ଯେ ମୁଁ ପରବର୍ତ୍ତୀ ଯୋଜନା ଘୋଷଣା…
Read More...

ଅକ୍ଟୋବରରୁ ଦେଶରେ ଆରମ୍ଭ ହେବ ୫ଜି ସେବା

ନୂଆଦିଲ୍ଲୀ: ଟେଲିକମ୍ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ ଆସନ୍ତା ଅକ୍ଟୋବରରେ ଦେଶରେ ୫ଜି ଟେଲିକମ୍ ସେବା ଆରମ୍ଭ ହୋଇପାରିବ। ଶନିବାର ଏଠାରେ ଅନୁଷ୍ଠିତ 'ଟେଲିକମ୍ ଇନଭେଷ୍ଟମେଣ୍ଟ ରାଉଣ୍ଡ ଟେବୁଲ୍ ସମ୍ମିଳନୀରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା…
Read More...

୫ଜି ସ୍ପେକ୍ଟ୍ରମ୍ ନିଲାମ: ଚତୁର୍ଥ ଦିନରେ ୧.୪୯ ଲକ୍ଷ କୋଟି ପର୍ୟ୍ୟନ୍ତ ଟେଣ୍ଡର

ନୂଆଦିଲ୍ଲୀ: ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ପାଇବାକୁ ହେଲେ ପଞ୍ଚମ ପୀଢିର ସ୍ପେକ୍ଟ୍ରମକୁ ନିଲାମ କରାଯାଉଛି। ଏହାର ନିଲାମରେ ଭଲ ପ୍ରତିକ୍ରିୟା ମିଳୁଛି । ସେଥିପାଇଁ ଏପର୍ୟ୍ୟନ୍ତ ଆୟୋଜିତ ହୋଇଥିବା ୧୬ ରାଉଣ୍ଡରେ ମୋଟ ୧,୪୯,୬୨୩ କୋଟି ଟଙ୍କା ଟେଣ୍ଡର କରାଯାଇଛି। ଚତୁର୍ଥ ଦିନରେ ଅର୍ଥାତ୍…
Read More...

୨୬ ଜୁଲାଇରେ ୫-ଜି ସ୍ପେକ୍ଟ୍ରମ୍ ନିଲାମ

ନୂଆଦିଲ୍ଲୀ: ଚଳିତ ମାସ ୨୬ ତାରିଖରେ ୫-ଜି ସ୍ପେକ୍ଟ୍ରମ୍ ନିଲାମ ଅନୁଷ୍ଠିତ ହେବ। ଏହି ମହାନିଲାମୀରେ ଦେଶର ଦୁଇ ବିଗ୍ କର୍ପୋରେଟ ହାଉସ ଆମ୍ବାନୀ ଗ୍ରୁପ ଓ ଆଦାମୀ ଗ୍ରୁପ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ। ସୂଚନା ଅନୁସାରେ ଚଳିତ ଥର ସ୍ପେକ୍ଟ୍ରମ ନିଲାମୀରେ ଅଂଶ ଗ୍ରହଣ କରିଛି। ପୂର୍ବରୁ ଦେଶର…
Read More...