Browsing Tag

5-people death

ଗୁଜୁରାଟର ମୋର୍ବି ସହରର ମାଚ୍ଛୁ ନଦୀ ଉପରେ ଥିବା ଝୁଲା ପୋଲ ଛିଣ୍ଡି ୧୪୧ ଜଣଙ୍କ ମୃତ୍ୟୁ ହୋଇଛି

ଗୁଜୁରାଟ: ଗତକାଲି ବିଳମ୍ବତ ରାତିରେ ଗୁରୁରାଟର ମୋର୍ବି ସହରରେ ଏକ ବଡ ଧରଣର ଅଘଟଣ ଘଟିଯାଇଛ ି । ମାଚ୍ଛୁ ନଦୀ ଉପରେ ଥିବା ଝୁଲା ପୋଲ ଛିଣ୍ଡିଯାଇ ୯୧ ଜଣଙ୍କ ମୃତ୍ୟ ହୋଇଥିବା ବେଳେ ଏହି ମୃତ୍ୟ ସଂଖ୍ୟା ବୃଦ୍ଧି ପାି ୧୪୧ରେ ପହଞ୍ଚିଛି । ସୂଚନାମୁତାବକ, ଛଟ୍ ପୂଜା ନିମନ୍ତେ ବହୁ ଜନ ସମାଗମ ପୋଲ…
Read More...

ମୃତ ୫ ଜଣଙ୍କୁ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

(ସୌମ୍ୟ ରଞ୍ଜନ ସେଠୀ) : ରାୟଗଡ଼ା ଜିଲ୍ଲାର ବିଷମକଟକ ଠାରେ ନିର୍ମାଣାଧୀନ ପାଇଖାନା ଟାଙ୍କିରେ ପଡ଼ିଯିବାରୁ ଶ୍ୱାସରୁଦ୍ଧ ହୋଇ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଓ…
Read More...