ବାରାଣାସୀ ରେ ୧୫୦୦ କୋଟିଟଙ୍କା ର ପ୍ରକଳ୍ପକର ଲୋକାର୍ପିତ କରିଛନ୍ତି ମୋଦୀ
ବାରଣାସୀ : ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରେ ଆର୍ନ୍ତଜାତିକ ସହଯାଗ ସମ୍ମିଳନୀ କକ୍ଷ ରୁଦ୍ରାକ୍ଷର ଲୋକାର୍ପିତ କରିଛନ୍ତି । ଏହି ରୁଦ୍ରାକ୍ଷ ଭବନରେ ଅର୍ନ୍ତରାଷ୍ଟ୍ରୀୟ ସମ୍ମିଳନୀ, ପ୍ରଦର୍ଶନୀ, ସଂଗୀତ ସମାରହ ଭଳି କାର୍ଯ୍ୟକ୍ରମ ହୋଇପାରିବ । ଏଥିରେ ୧୨୦୦ ଲୋକ ବିଶିଷ୍ଟ…
Read More...
Read More...