ବସ ଜଳି ୨୬ ଜୀବନ୍ତ ଦଗ୍ଧ; ମୃତକଙ୍କୁ ପରିବାରକୁ ୫ ଲକ୍ଷ ଘୋଷଣା କଲେ ମହାରାଷ୍ଟ୍ର ସରକାର
ମୁମ୍ବାଇ: ଜଳିଗଲା ବସ । ୨୬ ଜୀବନ୍ତ ଦଗ୍ଧ । ୩୨ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ବସରେ ହଠାତ ନିଆଁ ଲାଗିଯିବାରୁ ୨୬ ଜଣ ଜୀବନ୍ତ ଜଳିଯାଇଛନ୍ତି । ଏଭଳି ଦୁଃଖଦ ଘଟଣା ଘଟିଛି ମହାରାଷ୍ଟ୍ରରେ । ଶୁକ୍ରବାର ବୀଳମ୍ବିତ ରାତିରେ ମହାରାଷ୍ଟ୍ର ଅନ୍ତର୍ଗତ ‘ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସ୍ୱେ’ରେ…
Read More...
Read More...