Browsing Tag

2023 world cup

ସରିଲା ଭାରତ ପାକିସ୍ତାନର ପ୍ରଥମ ଇନିଂସ, ଭାରତକୁ ୧୯୨ରନ୍ ର ଟାର୍ଗେଟ

ବ୍ୟୁରୋ: ସରିଲା ଭାରତ ପାକିସ୍ତାନର ପ୍ରଥମ ଇନିଂସ ।ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହେଲେ ପାକିସ୍ତାନ ବ୍ୟାଟ୍ସମ୍ୟାନ । ୪୨.୫ ଓଭରରେ ଖେଳି ୧୯୧ରନରେ ଅଲଆଉଟ ହେଲା ପାକିସ୍ତାନ ଦଳ । ଭାରତକୁ ୧୯୨ରନର ଟାଗେଟ ଦେଇଛନ୍ତି ପାକିସ୍ତାନ ଦଳ । ପାକିସ୍ତାନର ଦୁଇ ନିର୍ଭରଯୋଗ୍ୟ…
Read More...

ବିଶ୍ୱକପରୁ ବିଦା ହେଲା ୱେଷ୍ଟଇଣ୍ଡିଜ

ବିଶ୍ୱକପ୍ ଇତିହାସରେ ପ୍ରଥମ । ୨୦୨୩ ବିଶ୍ୱକପ୍ ପୂର୍ବରୁ ୨ଥରର ବିଶ୍ୱ ଚମ୍ପିଆନ ୱେଷ୍ଟଇଣ୍ଡିଜ୍ ଟିମକୁ ବଡ ଝଟକା ଲାଗିଛି । ୨୦୨୩ ବିଶ୍ୱକପରୁ ବିଦା ହୋଇଛି ୱେଷ୍ଟଇଣ୍ଡିଜ୍ ଟିମ୍ । ଯୋଗ୍ୟତା ପର୍ୟ୍ୟାୟରେ ସ୍କଟଲ୍ୟାଣ୍ଡ ଠାରୁ ହାରି ବିଶ୍ୱକପ୍ ମୁଖ୍ୟ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛି…
Read More...