ଜର୍ମାନୀ ସହିତ ମୁକାବିଲା କରିବ ଭାରତୀୟ ପୁରୁଷ ହକି ଦଳ
ଟୋକିଓ : ଟୋକିଓ ଅଲିମ୍ପିକ୍ସ ହକିରେ ଭାରତୀୟ ପୁରୁଷ ହକି ଦଳର ଫାଇନାଲ୍ ଖେଳିବାର ସ୍ୱପ୍ନ ଚୁରମାର ହୋଇଯାଇଛି। ସେମିଫାଇନାଲ ମ୍ୟାଚରେ ବେଲଜିୟମ ଭାରତକୁ ୫-୨ ଗୋଲରେ ପରାସ୍ତ କରିଛି। ୪୧ ବର୍ଷ ପରେ ଅଲିମ୍ପିକ୍ସ ହକିର ଅନ୍ତିମ ମ୍ୟାଚ୍ ଖେଳିବାକୁ ଭାରତୀୟ ଦଳ ନିକଟରେ ସୁଯୋଗ ଥିଲା। କିନ୍ତୁ…
Read More...
Read More...