ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି ୯୮.୨୬ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ
ନୂଆଦିଲ୍ଲୀ-: ୯୮.୨୬ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି । ୨୦୨୩ ମେରେ ପ୍ରତ୍ୟାହାର ଘୋଷଣା ପରଠୁ ଫେରିଥିବା ଆରବିଆଇର ସୂଚନା । ପ୍ରତ୍ୟାହାର ସତ୍ତ୍ୱେ ୨ ହଜାର ଟଙ୍କିଆ ନୋଟ ବୈଧ ଟେଣ୍ଡର ଭାବରେ ରହିଛି । ଆରବିଆଇ ଇସ୍ୟୁ ଅଫିସ ଓ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ…
Read More...
Read More...