ଟ୍ୱେଣ୍ଟି -୨୦ ଶୃଙ୍ଖଳା ହାରିଲା ଭାରତର
ୱେଷ୍ଟଇଣ୍ଡିଜ୍ ବିପକ୍ଷ ନିର୍ଣ୍ଣାୟକ ପଞ୍ଚମ ଟ୍ୱେଣ୍ଟି -୨୦ରେ ଭାରତ ୮ ୱିକେଟ୍ରେ ପରାଜୟ ସହିତ ଶୃଙ୍ଖଳାକୁ ମଧ୍ୟ ୨-୩ରେ ବରଣ କରିଛି। ପ୍ରଥମ ଥର ପାଇଁ ଭାରତକୁ ୱେଷ୍ଟଇଣ୍ଡିଜ୍ ଏକ ୫ ମ୍ୟାଚ୍ ଶୃଙ୍ଖଳାରେ ପରାସ୍ତ କରିଛି। ବ୍ୟାଟିଂ ବିଫଳତା ସହିତ ଭାରତ ୧୬୫ ରନ୍ରେ ସୀମିତ ରହିଥିଲା।…
Read More...
Read More...