ରାଜଧାନୀରେ ଦିବାଲୋକରେ ମୁଖାପିନ୍ଧା ଦୁର୍ବୃତ୍ତ ମହିଳାଙ୍କଠାରୁ ଲୁଟି ନେଲେ ୨ଲକ୍ଷ ଟଙ୍କା
ଭୁବନେଶ୍ୱର: ଭୁବନେଶ୍ୱରର ବୋମିକାଲ ଅଞ୍ଚଳରେ ଗୁରୁବାର ଦିନ ଜଣେ ବୟସ୍କା ମହିଳାଙ୍କ ଠାରୁ ୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ମହିଳା ଜଣକ ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ବେଳେ ମୁଖା ପିନ୍ଧିଥିବା ଦୁର୍ବୃତ୍ତମାନେ ତାଙ୍କ ଠାରୁ ଟଙ୍କା ଲୁଟି ନେଇଥିଲେ। ରାଜଧାନୀରେ ନଗଦ…
Read More...
Read More...