Browsing Tag

2-headed-turtle-was-born-in-nandankanan-

ନନ୍ଦନକାନନରେ ଜନ୍ମ ନେଲା ଦୁଇମୁଣ୍ଡିଆ ବିରଳ କଇଁଛ

ଭୁବନେଶ୍ୱର : ଜନ୍ମ ନେଲା ବିରଳ ପ୍ରଜାତିର କଇଁଛ। ନନ୍ଦନକାନନ ଚିଡିଆଖାନର ସରୀସୃପ ଖୁଆଡ଼ରେ ଜନ୍ମ ହେଇଥିବା ଏ କଇଁଛ ଟିର ରହିଛି ୨ଟି ମୁଣ୍ଡ । ଯାହାକି କୋଚିତ ଦେଖିବାକୁ ମିଳେ । ତେବେ କିଛିଦିନ ତଳେ କଇଁଛମାନେ ବାଲିରେ ଅଣ୍ଡାଦେଇଥିଲେ। ସେଇ ଅଣ୍ଡାରୁ ୨ଟି ଛୁଆ ବାହାରିଥିଲେ। ଯାହାପରେ…
Read More...