+୨ ପରୀକ୍ଷା ନେଇ ସରିଛି ପ୍ରସ୍ତୁତି ବୈଠକ : ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ପରୀକ୍ଷା
ଭୁବନେଶ୍ୱର: ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଚାଲିବ +2 ପରୀକ୍ଷା। ମୋଟ ୨୨ଟି ସିଟିଂ ରେ ହେବ ପରୀକ୍ଷା। ବିଜ୍ଞାନ, କଳା, ଧନ୍ଦାମୂଳକ, ବାଣିଜ୍ୟ ଛାତ୍ର ଛାତ୍ରୀ ଦେବେ ପରୀକ୍ଷା। ମୋଟ 3 ଲକ୍ଷ 93 ହଜାର 618 ଜଣ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ପ୍ରଥମ ଦିନ ପରୀକ୍ଷା ଦେବେ…
Read More...
Read More...