ଯାଜପୁରରେ ଆଉ ଜଣେ ପଜେଟିଭ ଚିହ୍ନଟ,ଭୁବନଶ୍ୱେରକୁ ଟପିଲା ଯାଜପୁର
(ବରୀ, ଯାଜପୁର): ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ୧୫୭ ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆକ୍ରାନ୍ତ ବ୍ୟକ୍ତଙ୍କ ବୟଷ୬୨ ବର୍ଷ । ଯାଜପୁର ଜିଲା ବରୀ ବ୍ଲକ ଅଞ୍ଚଳରେ ତାଙ୍କ ଘର ବୋଲି ଜଣାପଡିଛି । ତେବେ ଆକ୍ରାନ୍ତ ଜଣଙ୍କ କଲିକତାରୁ…
Read More...
Read More...