ସ୍କୁଲରେ ବଜ୍ରପାତ ହୋଇ ୧୬ ଛାତ୍ରଛାତ୍ରୀ ଆହାତ
କେନ୍ଦ୍ରାପଡା : ସ୍କୁଲରେ ବଜ୍ରପାତ ହୋଇ ୧୬ ଆହାତ । କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଳକ କୁଦାନଗରୀ ହାଇସ୍କୁଲରେ ବଜ୍ରପାତ ହୋଇ ୧୬ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ଏଥିରେ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଆହତ…
Read More...
Read More...