ଯୁବତୀଙ୍କୁ ୧୨ କିଲୋମିଟର ଘୋଷାଡି ନେବା ଘଟଣା: ତୁରନ୍ତ ରିପୋର୍ଟ ମାଗିଲେ କେନ୍ଦ୍ର ଗୃହମନ୍ତ୍ରୀ
ନୁଆଦିଲ୍ଲୀ : ଭାରତର ରାଜଧାନୀରେ ଯୁବତୀଙ୍କୁ ୧୨ କିଲୋମିଟର କାର୍ ଘୋଷାଡି ନେବା ଘଟଣାକୁ ନେଇ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହି ମାମଲାରେ ଖୋଦ ହସ୍ତଖେପ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ଘଟଣାରେ ତୁରନ୍ତ ରିପୋର୍ଟ ଦେବା ପାଇଁ ଦିଲ୍ଲୀ ରାଜଧାନୀ ପୋଲିସକୁ ନିଦ୍ଦେଶ…
Read More...
Read More...