ଆମ୍ବୁଲାନ୍ସ ଭିତରେ ଚାଲିଛି ବ୍ରାଉନସୁଗାର ସେବନ : ରୋଗୀ କିପରି ପାଇବେ ସୁରକ୍ଷା ?
ଭଦ୍ରକ- ଆମ୍ବୁଲାନ୍ସ ଭିତରେ ଖୋଲମଖୋଲା ଚାଲିଛି ବ୍ରାଉନସୁଗାର ଟଣା । ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।ଆମ୍ବୁଲାନ୍ସକୁ ସୁରକ୍ଷା କବଚ ଭାବେ ବ୍ୟବହାର କରି,ତାହା ମଧ୍ୟରେ ଚାଲିଛି ଏଭଳି କାର୍ଯ୍ୟ ।ଏହି ଭିଡିଓଟି ଭଦ୍ରକ ଚରମ୍ପା ବଉଳପୋଖରୀ ଅଞ୍ଚଳର ବୋଲି ଜଣାପଡିଛି ।…
Read More...
Read More...