ଭାରତରେ ୧୦୦ ମିଲିୟନ ଲୋକ ମଧୁମେହରେ ଆକ୍ରାନ୍ତ
ନୂଆଦିଲ୍ଲୀ: ଆଇସିଏମଆରର ଏକ ଗବେଷଣାରୁ ଚମକେଇଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ଭାରତରେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦେଶରେ ୧୦୦ ମିଲିୟନରୁ ଅଧିକ ଲୋକ ଡାଇବେଟିସ୍ ସମସ୍ୟା ସହିତ ଯୋଡ଼ିତ ଅଛନ୍ତି ବୋଲି ଏହି ଗବେଷଣାରୁ ଜଣାପଡ଼ିଛି । ଏଥିସହ ଦେଶରେ ଡାଇବେଟିସର ପୂର୍ବସ୍ଥିତିରେ…
Read More...
Read More...