ଦଶ କୋଟି ଟଙ୍କାର ମଇଁଷି
ମେରୁଟ: ଦଶ କୋଟି ଟଙ୍କାର ମଇଁଷି । ମେରୁଟର କିସାନ ମେଳାରେ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛି ମଇଁଷି ଗୋଲୁ । ତେବେ ଗୋଲୁର ବୟସ ୪ ବର୍ଷ ୬ ମାସ ହୋଇଥିବା ବେଳେ ତାର ଉଚ୍ଚତା ୫ ଫୁଟ ୬ ଇଚଂ ରହିଛି ।ଏହା ସହ ଗୋଲୁ ୧୪ ଫୁଟ ଲମ୍ବା ହୋଇଥିବା ବେଳେ ତାର ଓଜନ ୧୫ କୁଇଣଟାଲ ହୋଇଥିବାର ସୂଚନା ରହିଛି…
Read More...
Read More...