Browsing Category
ଦୁର୍ଘଟଣା
ଆଲୁମିନିୟମ ବାସନ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ,ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ
କଟକ: ଜଗତପୁର ଶିଳ୍ପାଞ୍ଚଳର ଏକ ଆଲୁମିନିୟମ ବାସନ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ଅନେକ ବାସନ ଜଳିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଏଥିରେ ହତାହତଙ୍କର କୌଣସି ସୂଚନା ନାହିଁ ।
Read More...
Read More...
ବ୍ରାଜିଲ୍ରେ ବଡ଼ଧରଣର ବିମାନ ଦୁର୍ଘଟଣା; ୬୨ ମୃତ
ପୁଣି ଏକ ଭୟଙ୍କର ବିମାନ ଦୁର୍ଘଟଣା । ବ୍ରାଜିଲ୍ରେ ବଡ଼ଧରଣର ବିମାନ ଦୁର୍ଘଟଣାରେ ୬୨ ଜଣ ପ୍ରାଣ ହରାଇଛନ୍ତି । ଆକାଶ ମାର୍ଗରେ ନିୟନ୍ତ୍ରଣ ହରାଇ ବିମାନରେ ଲାଗିଲା ନିଆଁ ଲାଗିଯିବା ପରେ ଏହି ଅଘଟଣ ଘଟିଛି । ବିମାନରେ ମୋଟ୍ ୫୮ ଜଣ ଯାତ୍ରୀ ଏବଂ ୪ ଜଣ ବିମାନ କର୍ମଚାରୀ ଥିଲେ। ଫଳରେ…
Read More...
Read More...
ହାଟକୁ ଯାଉଥିଲେ, ଦୁର୍ଘଟଣାରେ ଚାଲିଗଲା ଜୀବନ
କଣ୍ଟାବାଞ୍ଜି: ଅଜଣା ଗାଡ଼ି ଧକ୍କାରେ ପରିବା ବିକାଳିଙ୍କ ମୃତ୍ୟୁ । ସାପ୍ତାହିକ ହାଟକୁ ଯିବାବେଳେ ଚଟୁଅନକା ନିକଟରେ ଘଟିଥିଲା ଦୁର୍ଘଟଣା । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନଖା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଜଳନ୍ଧର ଦୀପ। ତାଙ୍କ ଘର…
Read More...
Read More...
ଭାରସାମ୍ୟ ହରାଇ ଓଲଟିଲା ବସ୍, ୧୯ ଆହତ
ବରଗଡ଼: ଓଲଟିଲା ଯାତ୍ରୀବାହୀ ବସ୍। ଦୁର୍ଘଟଣାରେ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବରଗଡ଼ ଜିଲ୍ଲା ବରପାଲିର କୁସନପୁରୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ଯାଇଥିଲା ଯାତ୍ରୀବାହୀ ବସ୍ । ଆହତମାନଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…
Read More...
Read More...
ରେଳ ସଦନ ପାଚେରି ଭାଙ୍ଗି ଭିତରକୁ ପଶିଲା କାର୍, ଡ୍ରାଇଭର ଫେରାର୍
ଭୁବନେଶ୍ୱର: ରେଳ ସଦନ ପାଚେରିକୁ ଧକ୍କା ଦେଲା କାର୍ । ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ରେଳ ସଦନ ନିକଟରେ ଏକ ଦୁର୍ଘଟଣା ଘଟିଛି । ଏକ କାର୍ ଭାରସାମ୍ୟ ହରାଇ ରେଳ ସଦର ପାଚେରୀକୁ ଧକ୍କା ଦେଇଛି। ଏହାଯୋଗୁ ରେଳ ସଦନର ପାଚେରୀର ବ୍ୟାରିକେଡ୍ ଭାଙ୍ଗିଯାଇଛି । ଏଭଳି କାଣ୍ଡ…
Read More...
Read More...
ବସ୍-ତେଲ ଟ୍ୟାଙ୍କର ଧକ୍କା; ୧୦ ଆହତ
କେନ୍ଦ୍ରାପଡ଼ା: ବସ୍-ତେଲ ଟ୍ୟାଙ୍କର ଧକ୍କା । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ହଜାରୀ ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ତେଲ ଟ୍ୟାଙ୍କରକୁ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା…
Read More...
Read More...
ହେଲିକପ୍ଟର କ୍ରାଶ୍,ପାଇଲଟଙ୍କ ସମେତ ୫ ମୃତ
କାଠମାଣ୍ଡୁ: ନେପାଳର ନୁଆକୋଟରେ ଏକ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏୟାର ଡାଏନଷ୍ଟୀ କମ୍ପାନୀର ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ପାଇଲଟଙ୍କୁ ମିଶାଇ ସମସ୍ତ ୫ ଜଣଙ୍କ ମୃତ୍ୟୁ ହୋଇଛି। ନେପାଳ ପୋଲିସ ଏ ବାବଦରେ ଏକ ବିବୃତ୍ତି ଜାରି କରିଛି। କାଠମାଣ୍ଡୁରୁ ରାସୁୱା…
Read More...
Read More...
Viral Video: ଦ୍ରୁତ ଗତି ମହାବିପତ୍ତି, ଆଖି ପିଛୁଳାକେ ଚାଲିଗଲା ୩ ଜୀବନ
ପ୍ରତିବର୍ଷ ଦ୍ରୁତ ଗତିରେ ଗାଡ଼ି ଚଳାଇବା ପାଇଁ ଯାଉଛି ଲକ୍ଷାଧିକ ଜୀବନ । ଦୁର୍ଘଟଣା ରୋକିବାକୁ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଯେପରି ‘ଆଣ୍ଟି ଲକ୍ ବ୍ରେକିଂ ସିଷ୍ଟମ୍’, ସ୍ପିଡ୍ ଲିମିଟ୍ ନିର୍ଦ୍ଧାରଣ, ପୁରୁଣା ଗାଡ଼ି ସିଜ୍ ସହ ଯାନବାହନ…
Read More...
Read More...
ଗଛକୁ ପିଟିଲା କାର୍; ଶିକ୍ଷୟିତ୍ରୀ ମୃତ, ୩ ଗୁରୁତର
ପାଟଣାଗଡ଼ : ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍ । ଏହି ଦୁର୍ଘଟଣାରେ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ମୁଣ୍ଡଦର୍ହ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ…
Read More...
Read More...
ପୁଣି ସୁପ୍ରିମ କୋର୍ଟରେ ପହଞ୍ଚିଲା ହିଜାବ ମାମଲା
ମୁମ୍ବାଇର ଏକ ଘରୋଇ କଲେଜରେ ଛାତ୍ରୀମାନେ ହିଜାବ, ନକାବ, ବୁର୍କା ପିନ୍ଧିବାକୁ ନେଇ ଲାଗିଥିବା ପ୍ରତିବନ୍ଧକକୁ ନେଇ ମଙ୍ଗଳବାର ସୁପ୍ରିମ କୋର୍ଟରେ ଚାଲେଞ୍ଜ କରାଯାଇଛି । ମାମଲାର ତୁରନ୍ତ ଶୁଣାଣି ପାଇଁ ହୋଇଛି ଆବେଦନ । ମୁମ୍ବାଇର ଏନଜି ଆଚାର୍ଯ୍ୟର ମରାଠେ କଲେଜ ପ୍ରଶାସନ ହିଜାବ ଉପରେ ବ୍ୟାନ…
Read More...
Read More...